୧ କିଲୋର ବ୍ରାଉନ ସୁଗାର ଜବତ

0

ଭଦ୍ରକ,: ୧ କିଲୋର ବ୍ରାଉନ ସୁଗାର ଜବତ । ଭଦ୍ରକ ପୋଲିସ ଚଢଉ କରି ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିଛି ।

 

ଜବତ ଧଳାଜହରର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ଏହି ଘଟମାରେ ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ୧ ଲକ୍ଷ ଟଙ୍କା ଜବତ କରିଛି । ଗିରଫଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାପଡିଛି । ତେବେ ଏକ ଅଟୋରେ ଜଳେଶ୍ବରରୁ ଭଦ୍ରକ ଆସୁଥିବା ବେଳେ ପୋଲିସ ଧଳାଜହର ଜବତ କରିଥିଲା । ଗିରଫଙ୍କ ମଧ୍ୟ ରେ ଡ୍ରଗସ୍ ମାଫିଆ ଚାଚିର ଭାଇ ରହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.