୧୧ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା

0

ଭୁବନେଶ୍ୱର –  ୧୧ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା । ସତର୍କ ରହିବାକୁ ପାଣିପାଗ ବିଭାଗ ତରଫରୁ ପରାମର୍ଶ । ଏହି ୧୧ଟି ଜିଲ୍ଲା ଗୁଡ଼ିକ ହେଲା -ଢ଼େଙ୍କାନାଳ , କେନ୍ଦୁଝର , ମୟୁରଭଞ୍ଜ , ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା , ଜଗତସିଂହପରୁ କଟକ, ସୁନ୍ଦରଗଡ଼ ଓ ଅନୁଗୁଳ।

Leave A Reply

Your email address will not be published.