୧ କିଲୋ ୯୦ ଗ୍ରାମ ବ୍ରାଉନସୁଗାର ଜବତ କଲା ଭଦ୍ରକ ପୋଲିସ

0

ଭଦ୍ରକ : ଭଦ୍ରକ ପୋଲିସକୁ ମିଳିଲା ବଡ଼ ସଫଳତା। ୧ କିଲୋ ୯୦ ଗ୍ରାମ ବ୍ରାଉନସୁଗାର ଜବତ କଲା ଭଦ୍ରକ ପୋଲିସ । ଏହି ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଛି।

ମିଳିଥିବା ସୂଚନାନୁସାରେ, ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ କୋଟିରୁ ଅଧିକ ହେବ। ଏହି ଘଟଣାରେ ନଗଦ ୧ ଲକ୍ଷ ଟଙ୍କା ସହ୪ ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ଜଣେ ମହିଳା ସାମିଲ ଥିବା ଜଣାପଡ଼ିଛି। ଅଟୋରେ ଜଳେଶ୍ବରରୁ ଭଦ୍ରକ ଆସୁଥିଲା ବ୍ରାଉନସୁଗାର । ଗିରଫଙ୍କ ମଧ୍ୟରେ ଡ୍ରଗ୍ସ ମାଫିଆ ଚାଚିର ଭାଇ ମଧ୍ୟ ଗିରଫ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.