୧୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

0

ଜଳେଶ୍ୱର: ବ୍ରାଉନସୁଗାରର ହବ ପାଲଟିଛି ଜଳେଶ୍ୱର । ପୁଣିଥରେ ୧୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ୨ ମାଫିଆଙ୍କୁ ଗିରଫ କରାଯାଇଛି । ଜଣେ ମହିଳା ସମେତ ୨ ବ୍ରାଉନ ସୁଗାର ବେପାରୀ ଧରାପଡିଛନ୍ତି ।

୬୦ ନଂ ଜାତୀୟ ରାଜପଥ ଚାଲନ୍ତି ଛକ ଠାରୁ ଜବତ କରିଛି ଅବକାରୀ ବିଭାଗ । ତେବେ ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ । ଏହାସହ ବ୍ରାଉନସୁଗାର ଚାଲାଣ ହେଉଥିବା ମିନି ଭ୍ୟାନକୁ ମଧ୍ୟ ଜବତ କରାଯାଇଛି ।

Leave A Reply

Your email address will not be published.