୪୦ଟି କୁକୁଡ଼ା ଛୁଆ ଖାଇଗଲା ଅଜଗର

0

ନୀଳଗିରି,: ୪୦ଟି କୁକୁଡ଼ା ଛୁଆ ଖାଇଗଲା ୧୪ ଫୁଟିଆ ଅଜଗର । ବାଲେଶ୍ଵର ଜିଲ୍ଲା  ନୀଳଗିରି ବ୍ଲକ ଧୋବଶିଳା ଗ୍ରାମର ମୁକ୍ତିକାନ୍ତ ମହାନ୍ତିଙ୍କ କୁକୁଡ଼ା ଫାର୍ମରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଖାଦ୍ୟ ଅନ୍ୱେଷଣରେ ଆସି ଏକ ବିରାଟକାୟ ଅଜଗର କୁକୁଡ଼ା ଘରେ ପଶିଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.