୮ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାରଜବତ,ଦୁଇ ଗିରଫ

0

କଟକ, : କଟକ ଜଗତପୁର ଥାନା ପୋଲିସ ୮ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି । ଏଥି ସହିତ ବ୍ରାଉନସୁଗାର ବିକିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ ଜପୁ ଓରଫ ମନରୋଞନ ବେହେରା ଓ ବସୁ ଓରଫ ବସନ୍ତ ଦଳାଇ ।

 

ତେବେ ଦୁଇ ଅଭିଯୁକ୍ତ ଜଗତପୁର ଖଇରା ପୋଲ ନିକଟରେ ଧଳା ଜହର ବିକିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା କହିଛନ୍ତି ।

Leave A Reply

Your email address will not be published.