ଆଜି ୨ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

0

ଭୁବନେଶ୍ବର : ଆଜି ବାଲେଶ୍ବର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ‌ଏ ସଂପର୍କରେ ସୂଚନା ଦିଆଯାଇଛି। ତେବେ ୨୧ତାରିଖ ପରଠାରୁ ଲଗାତାର ଭାବ(ରବିବାରକୁ ବାଦ୍ ଦେଲେ) ହଜାରେ ଉପରେ ଟିକାକରଣ ଅଧିବେଶନ ଆୟୋଜିତ ହୋଉଥିବା ବେଳେ ଆସନ୍ତାକାଲି ମାତ୍ର ୪୯୫ ଅଧିବେଶନରେ ଟିକାକରଣ କରାଯିବ। ରାଜ୍ୟରେ ଆବଶ୍ୟକ ପରିମାଣର ଟିକା ଉପଲବ୍ଧ ନ ଥିବା ଏହା ପଛରେ ମୁଖ୍ୟ କାରଣ ହୋଇପାରେ ବୋଲି କୁହାଯାଉଛି।

Leave A Reply

Your email address will not be published.