ଆଜି ରାଜ୍ୟର ବାଲେଶ୍ବର, କୋରାପୁଟ ଓ ସୋନପୁରରେ ଟିକାକରଣ ବନ୍ଦ

0

ଭୁବନେଶ୍ବର : ଆଜି ରାଜ୍ୟର ୩ ଜିଲ୍ଲାରେ ହେବନି ଟିକାକରଣ। ମାତ୍ର ୮୨୯ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ଶୁକ୍ରବାର ୯୦୫ ଟିକାକରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ୧ଲକ୍ଷ ୨୩ହଜାର ୬୮୩ଜଣଙ୍କୁ କରୋନା ଟିକା ଦିଆଯାଇଥିଲା। ଏହାକୁ ମିଶାଇ ୧କୋଟି ୫୧ଲକ୍ଷ ୨୪ହଜାର ୮୦୯ ଡୋଜ୍‌ ଟିକା ଦିଆଗଲାଣି। ଆଜି ୧୦୯୧ଜଣ ଗର୍ଭବତୀଙ୍କୁ ଟିକା ଦିଆଯାଇଥିଲା। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୧୨,୨୩୧ଜଣ ଗର୍ଭବତୀ ଟିକା ନେଇ ସାରିଲେଣି।

Leave A Reply

Your email address will not be published.