ଅରୁଣାଚଳ ପ୍ରଦେଶ ଓ ମଣିପୁରରେ ତୀବ୍ର ଭୂମିକମ୍ପ ଝଟକା

0

ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶ ଓ ମଣିପୁରରେ ତୀବ୍ର ଭୂମିକମ୍ପ ଝଟକା। ଅରୁଣାଚଳ ପ୍ରଦେଶରେ ଗତକାଲି ୧ଟା ୨ ମିନିଟରେ ତୀବ୍ର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଅରୁଣାଚଳର ପାଙ୍ଗିନରେ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୧ ରେକର୍ଡ କରାଯାଇଛି।

ସେହିପରି ମଣିପୁରରେ ସକାଳ ୧ଟା ୨୨ ମିନିଟରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ମଣିପୁରର ଶିରୁଇ ଗାଁରେ ଭୂମିକମ୍ପ ଝଟକା ଲାଗିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରେକର୍ଡ ହୋଇଛି।

Leave A Reply

Your email address will not be published.