ଯାଜପୁର: ବିଲରେ କାମ କରୁଥିବା ବେଳେ ବଜ୍ରପାତ ଯୋଗୁ ଜଣକଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ମଙ୍ଗଳପୁର ଥାନା ବିହାରୀ ପଂଚାୟତ କୁଆଁରପୁର ଗ୍ରାମରେ ବିଲରେ କାମ କରୁଥିବା ବେଳେ ବଜ୍ରପାତ ହେବାରୁ ଜଣେ ଶ୍ରମିକ ମୃତ୍ୟୁ ହୋଇଛି। ମୃତକ ହେଲେ ବିଂଝାରପୁର ଥାନା ଆଉଁରୀ ପଂଚାୟତ ବଳଭଦ୍ରପୁର ଗ୍ରାମର ଗିରିଧାରୀ ମଲିକ(୫୮)। ନିଜ ବନ୍ଧୁ ଘର କୁଆଁରପୁରକୁ ଯାଇ ବିଲରେ ଶ୍ରମିକ ଭାବେ କାମ କରୁଥିଲେ। ବିଲରେ ୬ ଜଣ କାମ କରୁଥିବା ବେଳେ ବଜ୍ରପାତ ହୋଇଥିଲା। ଏଥରେ ନବଘନ ମଲିକ ଆହତ ହୋଇଛନ୍ତି। ତାଙ୍କୁ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ତାଜା ଖବର
- Not merely create nothing of the sample has fulfilled tolerance criteria, the vast majority had zero evidence
- Cover Into the A relationship (9 Features From A secure Relationships)
- Is it necessary to Give-up Things for Borrowed?
- Copine avance obese ensuite salope en francais escort aurait obtient distance cette embrasse en surfant sur douai
- Your own guide to Earnings-Contingent Installment Package (ICR)
- Taimi: incontri verso lesbiche facili e sicuri
- Is Google Assistant the smart assistant for you?
- Step three: Conserve to own a downpayment
- Con l’applicazione Badoo verso dispositivi arredamento, i servizi del abile sito di incontri sinon trasferiscono riguardo a smartphone ancora tablet
- A Solution for Remote Control From iPads and iPhones