ବଜ୍ରପାତ ନେଲା ଜୀବନ

0

ସାନଖେମୁଣ୍ଡି : ବଜ୍ରପାତ ନେଲା ଜୀବନ । ଜମିରେ ଧାନ ରୁଆ କାମରେ ଲାଗିଥିବା ବେଳେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣଙ୍କ ହେଲେ ଦିଗପହଣ୍ଡି ବ୍ଲକ୍ ଚୌଧୁରୀ ଟିକରପଡ଼ା ଗ୍ରାମର ଜଳନ୍ଧର ପ୍ରଧାନଙ୍କ ପୁଅ ପବିତ୍ର ପ୍ରଧାନ । ତାଙ୍କ ବୟସ ୧୮ ବର୍ଷ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.