ବନ୍ଧୁଙ୍କୁ ୨୧ ଲକ୍ଷର ଚୁନ ଲଗାଇ ବନ୍ଧୁ ଗିରଫ

0

ଭୁବନେଶ୍ୱର, : ବନ୍ଧୁଙ୍କୁ ୨୧ ଲକ୍ଷର ଚୁନ ଲଗାଇଲେ ବନ୍ଧୁ । କେସୁରାରେ ଜମି ଦେବା ପାଇଁ ୩୫ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା । ଜମି ପାଇଁ ପତ୍ନୀ ମିନତୀ ମହାରଣା ବନ୍ଧୁଙ୍କ ସାଙ୍ଗ କୁମାର କିଶୋର ମହାନ୍ତିଙ୍କୁ ଅଗ୍ରୀମ ୨୧ ଲକ୍ଷ ଟଙ୍କା ଦେଇଥିଲେ । ଟଙ୍କା ନେବା ପରେ ଫେରାର ହୋଇଯଇଥିଲେ କୁମାର କିଶୋର ମହାନ୍ତି । ଏନେଇ ଥାନାରେ ମାମଲା ହୋଇଥିପଲା । ଆଜି କୁମାର କିଶୋର ମହାନ୍ତିଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ ।

Leave A Reply

Your email address will not be published.