କରଞ୍ଜିଆ : ଧରାପଡ଼ିଲା ବ୍ୟାଙ୍କ ଚୋର। ସିସିଟିଭି ଫୁଟେଜକୁ ଆଧାର କରି ବାନ୍ଧିଲା ଯଶୀପୁର ପୋଲିସ । ଗତ ଶନିବାର ବିଳମ୍ବିତ ରାତିରେ ଏସବିଆଇ ଯଶୀପୁର ଶାଖାରୁ ଚୋରି ଉଦ୍ୟମ କରି ଫେଲ ମାରିଥିଲା ଚୋର। ହେଲେ କିଛିଦିନ ପୂର୍ବରୁ ମୟୁରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ଯଶୀପୁର ଶାଖାରେ ଚୋରି କରି ପୁଣି ବିଫଳ ହୋଇଥିଲା। ଏହା ପରେ ଯଶୀପୁର ଉପ ଡାକଘରୁ ୧ ଲକ୍ଷ ୪୬ ହଜାର ଟଙ୍କା ଚୋରି କରିବାରେ ସଫଳ ହୋଇଥିଲା। ଏହି ଘଟଣାରେ ସେ ଧରାପଡି ନଥିଲା। ଅଭିଯୁକ୍ତ ଚୋର ହେଉଛି ଯଶୀପୁର ପୁରୁଣା ବଜାରର ଏମ.ଡି.ରାଜା । ଆଜି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି।
ତାଜା ଖବର
- ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଗରମ କରିବ ଛଟପଟ
- ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ
- ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ
- ଫାଶୀ ଲଗାଇ ଆତ୍ମହତ୍ୟା କଲା ମହିଳା
- ଭଦ୍ରକ ଜିଲ୍ଲାକୁ ତୁରନ୍ତ ମରୁଡି ଘୋଷଣା କରିବାକୁୁ ଦାବି କଲା ବିଜେପି
- ରାଜ୍ୟରେ ସୁସ୍ଥ ହେଲେ ଆଉ ୭୬୩ କରୋନା ଆକ୍ରାନ୍ତ
- ବର ୯୦ କୁ କନ୍ୟା ୭୫
- ରାଜ୍ୟର ୬ଟି ଜିଲ୍ଲାରେ ପ୍ରବଳ ବର୍ଷା
- ୬୦ ଟଙ୍କା ପାଇଁ ବନ୍ଧୁଙ୍କୁ ପଥରରେ ଛେଚି ହତ୍ୟା
- ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା