ବର ବେଶରେ ସଜେଇ ହେବେ କମେଡିଆନ ଗୁଡୁ

0

ଭୁବନେଶ୍ୱର: ବର ବେଶରେ ସଜେଇ ହେବେ କମେଡିଆନ ଗୁଡୁ । ଓଡ଼ିଆ ଦର୍ଶକଙ୍କ ହୃଦୟରେ ହାସ୍ୟ ଅଭିନେତା ହିସାବରେ ରାଜ କରୁଥିବା ଗୁଡ଼ୁ ଆଉ କାହାର ହୃଦୟରେ ରାଜ କରିବେ । ହାତକୁ ଦି ହାତ ହୋଇ ଆରମ୍ଭ କରିବେ ଜୀବନର ଦ୍ୱିତୀୟ ଇନିଂସ । ଗୁଡ଼ୁ ନିଜ ବାନ୍ଧବୀ ମାମାଙ୍କଠାରୁ ପାଣିଗ୍ରହଣ କରିବେ । ସୋମବାର ହେବ ବାହାଘର ।

Leave A Reply

Your email address will not be published.