ଭୁବନେଶ୍ୱର ତୋଷାଳୀ ଭବନରେ ଅଗ୍ନିକାଣ୍ଡ

0

ଭୁବନେଶ୍ଵର, : ଭୁବନେଶ୍ୱର ତୋଷାଳୀ ଭବନରେ ଅଗ୍ନିକାଣ୍ଡ। ରାଜ୍ୟ ମାନବାଧିକାର ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ କଳ୍ପନା ଅଗ୍ନିଶମ ବାହିନୀ ପହଁଚି ନିଆଁ ଲିବାଇବା କାର୍ଯ୍ୟ ଜାରି ରଖିଛି। ଏସିର ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ତେବେ ବଡ଼ ଧରଣର ଅଗ୍ନିକାଣ୍ଡରୁ ବର୍ତ୍ତିଯାଇଛି ତୋଷାଳି ଭବନ।

Leave A Reply

Your email address will not be published.