ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଟ୍ରକ୍ ସହ ଜଳିଗଲେ ଡ୍ରାଇଭର୍

0

ବଲାଙ୍ଗୀର : ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ୍ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଡ୍ରାଇଭରଙ୍କ ଜୀବନ ।

ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ଡାହିମାଲଠାରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ଜଳିଯାଇଛି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଟ୍ରକ୍ ଟି ଜଳିଯାଇଥିବା ଜଣାପଡିଛି । ବିଦ୍ୟୁତ ତାର ଲାଗି ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଗାଡିଟି ବରଗଡରୁ ଆସିଥିବା ଜଣାପଡିଛି ।

Leave A Reply

Your email address will not be published.