ବିଗ୍ ବସ୍ ୧୩ ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କର ହଠାତ୍ ଦେହାନ୍ତ

0

ନୂଆଦିଲ୍ଲୀ: ବିଗ୍ ବସ୍ ୧୩ ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କର ହଠାତ୍ ଦେହାନ୍ତ ହୋଇଛି । ୪୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଟେଲି ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ସିଦ୍ଧାର୍ଥ ଶୁକ୍ଲାଙ୍କର ବହୁତ ପ୍ରଶଂସକ ଥିଲେ । ଆଜିକାଲି ସେ ତାଙ୍କ କ୍ୟାରିୟରର ବହୁତ ଶିଖରରେ ଥିଲେ । ସେ ଅନେକ ଟିଭି ସୋ ଏବଂ ଚଳଚ୍ଚିତ୍ରରେ କାମ କରିଥିଲେ ।

ବାଳିକା ବଧୂରେ ଶିବଙ୍କ ଚରିତ୍ରରେ ଲୋକପ୍ରିୟ ହୋଇଥିବା ସିଦ୍ଧାର୍ଥ ଶୁକ୍ଲା ମଧ୍ୟ ଅନେକ ରିଆଲିଟି ସୋରେ ଅଂଶଗ୍ରହଣ କରିଥିଲେ । ସେ ‘ଖତରେ  କେ ଖିଲାଡି’ ଏବଂ ‘ଝଲକ୍ ଦିଖଲାଜା’ ଭଳି ଶୋ’ର ସିଦ୍ଧାର୍ଥ ବିଜେତା ହୋଇଥିଲେ ।

Leave A Reply

Your email address will not be published.