ବିଜେବି କଲେଜରେ ଉତ୍ତେଜନା

0

ଭୁବନେଶ୍ବର : ବିଜେବି କଲେଜରେ ଉତ୍ତେଜନା । ଦୁଇ ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ଓ ମାରପିଟ୍ ହୋଇଛି । ହଷ୍ଟେଲରେ ଭଙ୍ଗାରୁଜା ବି କରିଛନ୍ତି ଛାତ୍ର । ଫଳରେ ଉଭୟ ହଷ୍ଟେଲର ୧୫ରୁ ଉର୍ଦ୍ଧ୍ବ ଛାତ୍ର ଆହତ ହୋଇଛନ୍ତି ।ସାମାନ୍ୟ କଥାକୁ ନେଇ ଖାରବେଳ ଓ ଆମ୍ବେଦକର ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ମାରପିଟ୍ ଲାଗିଥିଲା । ଫଳରେ କଲେଜ ପରିସରରେ ଉତ୍ତେଜନା ଦେଖାଦେଇଛି । ଖବର ପାଇ ଘଟଣାସ୍ଥଳରେ ବଡଗଡ ପୋଲିସ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି ।

Leave A Reply

Your email address will not be published.