କାର୍‌ ଭିତରେ ନରକଙ୍କାଳ

0

ଖୋର୍ଦ୍ଧା : କାର୍‌ ଭିତରୁ ନରକଙ୍କାଳ ଉଦ୍ଧାର। ଯାଆଁଳା ଫାଣ୍ଡି ପରିସରରେ ଥିବା ଗୋଟିଏ କାରରୁ ମିଳିଲା ନରକଙ୍କାଳ। ତେବେ ଏହି କାର୍‌ଟି କାହାର, ତାହାକୁ ନେଇ ଚାଳିଛି ପୋଲିସର ତନାଘନା‌। ଉଦ୍ଧାର ହୋଇଥିବା ଏହି ନରକଙ୍କାଳକୁ ବର୍ତ୍ତମାନ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି। କାର୍ ଭିତରକୁ ନରକଙ୍କାଳ ଆସିଲା କିଭଳି ଏବଂ ନରକଙ୍କାଳଟି କାହାର ତାର ତଦନ୍ତ କରୁଛି ପୋଲିସ।

Leave A Reply

Your email address will not be published.