Browsing Category

ସଂସ୍କୃତି

ପଦ୍ମଜ ପାଳ ଓ ଅମରେଶ ପଟ୍ଟନାୟକଙ୍କୁ କୋରାପୁଟ ସାହିତ୍ୟ ସମ୍ମାନ ୨୦୨୦

ଭୁବନେଶ୍ୱର: ଓଡ଼ିଆ ମିଡିଆ ଆୟୋଜିତ ତୃତୀୟ କୋରାପୁଟ ସାହିତ୍ୟ ଉତ୍ସବର ଉଦ୍‌ଘାଟନୀ ସଭା ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ ହୋଟେଲ ନ୍ୟୁ ମାରିଅନ୍‌ରେ ଅନୁଷ୍ଠିତ ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ…

ଓଡ଼ିଶୀ ନୃତ୍ୟ ମହାକୁମ୍ଭରେ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଆରମ୍ଭ

ଭୁବନେଶ୍ୱର, ୧୫/୦୧/୨୦୨୧ (ଓଡ଼ିଶା ସମାଚାର)- ତିନିଦିନ ଧରି ହେବାକୁ ଥିବା ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଦଶମ ଶତାବ୍ଦୀରେ ନିର୍ମିତ କାରୁକାର୍ଯ୍ୟପୂର୍ଣ୍ଣ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଗୁରୁବାର ସନ୍ଧ୍ୟାରେ ଶୁଭ ଉଦଘାଟନ ହୋଇଥିଲା ।

ଜାନୁଆରୀ ୨୬ରେ ହେବ ଅଯୋଧ୍ୟାରେ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ, ଆରମ୍ଭ ହେବ ନିର୍ମାଣ କାର୍ଯ୍ୟ

ଅଯୋଧ୍ୟା ୧୮/୦୧ : ଅଯୋଧ୍ୟାରେ ଜାନୁଆରୀ ୨୬ ତାରିଖ, ସାଧାରଣତନ୍ତ୍ର ଦିବସ ଅବସରରେ ମସଜିଦ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏହି ଅବସରରେ ବୃକ୍ଷରୋପଣ ମଧ୍ୟ ହେବ। ଏହାସହ ୫ ଏକର ଜମିର ମାଟି ପରୀକ୍ଷା ପ୍ରକ୍ରିୟା ଜାନୁଆରୀ ୨୩ ତାରିଖରୁ ଆରମ୍ଭ ହେବ।

ରାମ ମନ୍ଦିର ନିର୍ମାଣ ପାଇଁ ମାତ୍ର ଦୁଇ ଦିନରେ ୧୦୦ କୋଟି ଟଙ୍କାର ଯୋଗଦାନ

ନୂଆଦିଲ୍ଲୀ ୧୮/୦୧ : ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ମାତ୍ର ଦୁଇ ଦିନରେ ୧୦୦ କୋଟି ଟଙ୍କା ଦାନ ମିଳିଛି। ଲୋକେ ଏଥିପାଇଁ କେତେ ଉତ୍ସାହିତ ଏଥିରୁ ଅନୁମାନ କରାଯାଇପାରିବ। ଶ୍ରୀରାମ ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ କହିଛନ୍ତି ଯେ…

ଗୁଜୁରାଟ ସରକାର ଡ୍ରାଗନ୍ ଫଳର ନାମ କମଲମ୍ ଭାବରେ ନାମିତ କଲେ।

ଗୁଜୁରାଟ: ଗୁଜୁରାଟ ସରକାର ଡ୍ରାଗନ୍ ଫଳର ନାମ “କମଲମ୍” ଭାବରେ ନାମିତ କରିବାକୁ ନିଷ୍ପତ୍ତି ନେଇଛନ୍ତି କାରଣ ଫଳର ବାହ୍ୟ ଆକୃତି ଲଟା ସଦୃଶ ବୋଲି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ମଙ୍ଗଳବାର ଦିନ  କହିଛନ୍ତି।

ବଡ଼ ଘୋଷଣା ସଲମାନ ଭାଇଜାନ

ମୁମ୍ବାଇ: ଶେଷରେ ମାନିଗଲେ ବଲିଉଡର ଭାଇଜାନ ସଲମାନ ଖାନ। ରଖିଲେ ଥିଏଟର ମାଲିକଙ୍କ ଅନୁରୋଧ। ଏଥିସହ ନିଜ ପ୍ରଶଂସକଙ୍କ ପାଇଁ କଲେ ବଡ଼ ଘୋଷଣା। ପୂର୍ବରୁ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ନିଷ୍ପତ୍ତି ହୋଇଥିବା ବେଳେ ଏବେ ସିନେମା ହଲରେ ରିଲିଜ ହେବ ବହୁ ପ୍ରତିକ୍ଷିତ ଫିଲ୍ମ ‘ରାଧେ’।

୩ ବର୍ଷରେ ସମାପ୍ତ ହେବ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ

ନୂଆଦିଲ୍ଲୀ : ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ନ୍ୟାସର ବରି‌ଷ୍ଠ ପଦାଧିକାରୀମାନେ କହିଛନ୍ତି ଯେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ କାମ ପ୍ରାୟ ୩ ବର୍ଷରେ ପୂରଣ ହେବ। ଏଥିରେ ୧୧ ଶହ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ମୁଖ୍ୟ ମନ୍ଦିରର ନିର୍ମାଣ ୩ରୁ ସାଢ଼େ ୩…