Browsing Category

ବ୍ୟବସାୟ

ଲିଟର ପିଛା ୨ ଟଙ୍କା ବଢ଼ିଲା କ୍ଷୀର ଦାମ୍

ନୂଆଦିଲ୍ଲୀ  : ଦେଶରେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ସହ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଦର ମଧ୍ୟ ବୃଦ୍ଧି ପାଇଛି | କ୍ଷୀର କମ୍ପାନୀ ମଦର ଡାୟରୀ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି। ଦିଲ୍ଲୀ ସମେତ ଅନ୍ୟ ସହରରେ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି। ଏହି ନୂଆ ଦର ଆସନ୍ତାକାଲିଠୁ ଲାଗୁ…

କରୋନା କାଳରେ ଏହି କମ୍ପାନୀ କର୍ମଚାରୀଙ୍କୁ ଦେଉଛି ୧.୧୨ ଲକ୍ଷ ଟଙ୍କାର ବୋନସ୍

ନୂଆଦିଲ୍ଲୀ : କରୋନା ମହାମାରୀ ସମୟରେ ଅନେକ କମ୍ପାନୀ ନିଜର କର୍ମଚାରୀଙ୍କୁ ଛଟେଇ ଏବଂ ଦରମା କାଟୁଥିବା ନେଇ ଖବର ମିଳୁଛି। ଅନ୍ୟପଟେ କିଛି କମ୍ପାନୀ ମହାମାରୀରେ କାମ କରୁଥିବା କର୍ମଚାରୀଙ୍କୁ ପୁରସ୍କାର ଦେଉଛନ୍ତି ।

ସୁନାର ଦାମ୍ ଲଗାତର ଭାବେ ହ୍ରାସ ପାଇବାରେ ଲାଗିଛି

ନୂଆଦିଲ୍ଲୀ:  ସୁନାର ଦାମ୍ ଲଗାତର ଭାବେ ହ୍ରାସ ପାଉଛି । ସୋମବାର ମଧ୍ୟ ଦାମ୍ କମିଛି । ବିଶ୍ୱ ବଜାର ସହ ଭାରତୀୟ ବଜାରରେ ମଧ୍ୟ ଚମକ ହରାଉଛି ସୁନା । ସେହିପରି ରୁପା ୭୦ ହଜାର ଟଙ୍କା ଉପରେ କାରବାର କରୁଛି ।

ଲଗାତାର ବଢିବାରେ ଲାଗିଛି ପେଟ୍ରୋଲର ମୂଲ୍ୟ

ନୂଆଦିଲ୍ଲୀ  : ଲଗାତାର ବଢିବାରେ ଲାଗିଛି ପେଟ୍ରୋଲର ମୂଲ୍ୟ । ସରକାରୀ ତୈଳ କମ୍ପାନୀଗୁଡିକ ଦ୍ୱାରା ପ୍ରକାଶିତ ମୂଲ୍ୟ ଅନୁଯାୟୀ ଆଜି ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୩୫ ପଇସା ବୃଦ୍ଧି ପାଇ ଲିଟର ପିଛା ୯୯.୧୬ରେ ପହଞ୍ଚିଛି । ତେବେ ଲିଟର ପିଛା ଡିଜେଲ ୮୯.୧୮ଟଙ୍କା ସ୍ଥିର ରହିଛି ।

ଜୁଲାଇ ମାସର ୪ ତାରିଖ ଠାରୁ ବ୍ୟାଙ୍କ ଛୁଟି

ନୂଆଦିଲ୍ଲୀ: ଯଦି ଆସନ୍ତା ମାସରେ ଆପଣଙ୍କର କିଛି ବ୍ୟାଙ୍କ କାମ ରହିଛି ତେବେ ଏବେ ଠାରୁ ସଜାଗ ହୁଅନ୍ତୁ । କାରଣ ଜୁଲାଇ ମାସରେ ବିଭିିନ୍ନ ପର୍ବ ପର୍ବାଣି ଓ ସାପ୍ତାହିକ ଛୁଟିକୁ ମିଶାଇ ବ୍ୟାଙ୍କ ୧୫ ଦିନ ବନ୍ଦ ରହିବ ।

ପେଟ୍ରୋଲିୟମ୍ ସିଲିଣ୍ଡର୍‌ ପିଛା ଟ. ୨୫.୫୦ ବୃଦ୍ଧି

ନୂଆଦିଲ୍ଲୀ: ଜୁଲାଇ ପହିଲା ଅର୍ଥାତ୍ ଆଜି ଠାରୁ ଘରୋଇ ରନ୍ଧନ ଗ୍ୟାସ୍‌ ବା ‘ଲିକ୍ବିଫାଏଡ୍‌ ପେଟ୍ରୋଲିୟମ୍ ଗ୍ୟାସ୍‌’ (ଏଲ୍‌ପିଜି) ସିଲିଣ୍ଡର୍‌ ପିଛା ଟ. ୨୫.୫୦ ବୃଦ୍ଧି ପାଇଛି।

ହ୍ରାସ ପାଇଲା ସୁନା ଦର

ନୂଆଦିଲ୍ଲୀ : ଦିଲ୍ଲୀ ସରାଫା ବଜାରରେ ମଙ୍ଗଳବାର ଦିନ ସୁନା ୮୯ ଟଙ୍କା ହ୍ରାସ ହୋଇ ୪୬,୧୬୭ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଛି । ଏଚଡିଏଫସି ସିକ୍ୟୁରିଟି ଅନୁଯାୟୀ ଏହା ପୂର୍ବ କାରବାରରେ ସୁନା ୪୬,୨୫୬ ଟଙ୍କା ପ୍ରତି ୧୦ ଗ୍ରାମରେ ବନ୍ଦ ହୋଇଥିଲା ।