Browsing Category

ମନୋରଞ୍ଜନ

ଆଲିୟା ଭଟ୍ଟଙ୍କ ନଜର ଏବେ ହଲିଉଡ୍‌ ଉପରେ,ଶ୍ୱସ୍ତରୀୟ ଅଭିନେତ୍ରୀ ଭାବେ ଉଡ଼ାଣ ଭରିବାକୁ ହେଉଛନ୍ତି ପ୍ରସ୍ତୁତ

ମୁମ୍ବାଇ : ଆଲିୟା ଭଟ୍ଟଙ୍କ ନଜର ଏବେ ହଲିଉଡ୍‌ ଉପରେ । ବିଶ୍ୱ ସ୍ତରୀୟ ଅଭିନେତ୍ରୀ ଭାବେ ଉଡ଼ାଣ ଭରିବାକୁ ସେ ପ୍ରସ୍ତୁତ ହେଉଛନ୍ତି । ଏଥିପାଇଁ ଅଗ୍ରଣୀ ଇଣ୍ଟରନ୍ୟାସନାଲ ଟ୍ୟାଲେଣ୍ଟ ମ୍ୟାନେଜ୍‌ମେଣ୍ଟ ଏଜେନ୍ସି ମଧ୍ୟରେ ଅନ୍ୟତମ ଡବ୍ଲ୍ୟୁଏମ୍‌ଇ ସହ ସେ ଚୁକ୍ତିବଦ୍ଧ ହୋଇଛନ୍ତି ।

ଅଭିନେତ୍ରୀ ଗହନା ବଶିଷ୍ଠଙ୍କ ଅବସ୍ଥା ଗୁରୁତର

ମୁମ୍ବାଇ : ଅଭିନେତ୍ରୀ ଗହନା ବଶିଷ୍ଠଙ୍କ ଅବସ୍ଥା ଗୁରୁତର। ଗତ କିଛି ଦିନ ତଳେ ଅଭିନେତ୍ରୀ ଗହନା ବଶିଷ୍ଠଙ୍କର ହୃଦଘାତ ହୋଇଥିଲା। ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ତାଙ୍କୁ କାର୍ଡିଓପୁଲମୋନାରୀ ବାଇପାସ୍ ପମ୍ପରେ ରଖାଯାଇଛି ।

ବଲିଉଡ ପାଇଁ ଏକ ଦୁଃଖଦ ଖବର: ପରଲୋକରେ ବରିଷ୍ଠ ଅଭିନେତା ଦିଲ୍ଲୀପ କୁମାର

ମୁମ୍ବାଇ :  ବଲିଉଡ ପାଇଁ ଏକ ଦୁଃଖଦ  ଖବର । ପରଲୋକରେ ବରିଷ୍ଠ ଅଭିନେତା ଦିଲ୍ଲୀପ କୁମାର । ଦୀର୍ଘଦିନ ହେବ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ , ହେଲେ ବୁଧବାର ଦିନ ସକାଳ ୭.୩୦ରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୮ବର୍ଷ  ହୋଇଥିଲା ।

ଅଭିନେତ୍ରୀ ଗହନା ବଶିଷ୍ଠ ହୃଦଘାତରେ ପୀଡିତ ହୋଇ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ : କିଛି ଦିନ ପୂର୍ବରୁ ବଲିଉଡ ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ୱାମୀ ରାଜ କୌଶଳଙ୍କ ହୃଦଘାତ ହେତୁ ଦେହାନ୍ତ ହୋଇଥିଲା । ଫିଲ୍ମ ଇଣ୍ଡଷ୍ଟ୍ରି ଏହି ଝଟକାରୁ ବାହାରି ନାହିଁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି ।

ମୋବାଇଲ୍ ଟାୱାର୍ ଲଗାଇବାକୁ ଘୋଷଣା କଲେ ସୋନୁ ସୁଦ, ଅନଲାଇନ୍ ପାଠପଢାରେ ପିଲାମାନଙ୍କର ହେଉଛି ନେଟୱାର୍କ ପ୍ରୋବ୍ଲେମ୍

ନୂଆଦିଲ୍ଲୀ : ବଲିଉଡ ଅଭିନେତା ସୋନୁ ସୁଦ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାରେ ବ୍ୟସ୍ତ ଅଛନ୍ତି। ଯେଉଁମାନେ ସାହାଯ୍ୟ ମାଗିବାକୁ ଅଭିନେତାଙ୍କ ନିକଟକୁ ଆସିଥାନ୍ତି ସେମାନେ କେବେ ନିରାଶ ହୁଅନ୍ତି ନାହିଁ ।

ଶେଷରେ ଜୀବନ ଯୁଦ୍ଧରେ ହାରି ଗଲେ ତପୁ ମିଶ୍ର

ଭୁବନେଶ୍ୱର : ଦୀର୍ଘ ୨୯ଦିନ ଧରି ସଂଗ୍ରାମ କରିବା ପରେ ଓଲିଉଡ୍‌ର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ର ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଶନିବାର ରାତିରେ ତାଙ୍କର ପରଲୋକ ହୋଇଯାଇଛି।

ବ୍ଲାକ୍ ଟାଇଗର୍’ ଚରିତ୍ରରେ ଅଭିନୟ କରିବେ ଭାଇଜାନ୍

ମୁମ୍ବାଇ : ସଲମାନ ଖାନ ତାଙ୍କର ୩୨ ବର୍ଷର କ୍ୟାରିୟରରେ ପ୍ରଥମ ଥର ପାଇଁ ଏକ ଫିଲ୍ମ କରିବାକୁ ଯାଉଛନ୍ତି, ଯାହା ସେ ପୂର୍ବରୁ କରିନାହାଁନ୍ତି । ସଲମାନ ଖାନ ତାଙ୍କ କ୍ୟାରିୟରରେ ପ୍ରଥମ ଥର ପାଇଁ ବାୟୋପିକ କରିବାକୁ ଯାଉଛନ୍ତି।

ତପୁ ମିଶ୍ରଙ୍କ ଉନ୍ନତ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ଭଉଣୀ

ଭୁବନେଶ୍ୱର: ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ର ଗୁରୁତର । ଏନେଇ ପରିବାର ଲୋକଙ୍କ ସୂତ୍ରରୁ ସୂଚନା ମିଳିଛି । କରୋନାରୁ ସୁସ୍ଥ ହେବା ପରେ ଏବେ ପରବର୍ତ୍ତୀ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ସେ କିଛି ଦିନ ହେବ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି ।

କଣ୍ଠଶିଳ୍ପୀ ତପୁ ମିଶ୍ର କରୋନାରେ ଆକ୍ରାନ୍ତ ହୋଇ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ଭୁବନେଶ୍ୱର,: ଓଲିଉଡ କଣ୍ଠଶିଳ୍ପୀ ତପୁ ମିଶ୍ର କରୋନାରେ ଆକ୍ରାନ୍ତ ହୋଇ ଗତ କିଛିଦିନ ହେବ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଅକ୍ସିଜେନ୍‌ ଲେବୁଲ୍‌ କମି ଯାଇଥିବାରୁ ତାଙ୍କୁ ଅକ୍ସିଜେନ୍‌ ଦିଆଯାଉଛି । ଏବେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।

ଆକ୍ସନ୍ ଥ୍ରୀଲର୍ ଫିଲ୍ମରେ ହିରୋ ହେବେ ଭାଇଜାନ:ସଲମାନଙ୍କୁ ପସନ୍ଦ ‘ରେଡ୍’ ନିର୍ଦ୍ଦେଶକ ରାଜକୁମାର ଗୁପ୍ତାଙ୍କ…

ନୂଆଦିଲ୍ଲୀ : ସଲମାନ ଖାନ ତାଙ୍କ ଫିଲ୍ମ ‘ଭାଇଜାନ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ସମୟରେ ତାଙ୍କ ଫ୍ୟାନ୍ସମାନଙ୍କ ପାଇଁ ଆଉ ଏକ ବଡ଼ ଖବର ଆସୁଛି । ସଲମାନ ନିର୍ଦ୍ଦେଶକ ରାଜକୁମାର ଗୁପ୍ତାଙ୍କ ସହ ଏକ ଆକ୍ସନ୍ ଥ୍ରୀଲର ଫିଲ୍ମ ପାଇଁ ହାତ ମିଳାଇଛନ୍ତି। ରାଜକୁମାର ‘ନୋ ୱାନ୍ କିଲ୍ଡ ଜେସିକା’,…