Browsing Category

ସ୍ୱାସ୍ଥ୍ୟ

ଅତ୍ୟଧିକ ଚିକେନ୍ ଖାଇବା ଦ୍ବାରା ସ୍ବାସ୍ଥ୍ୟପ୍ରତି କ୍ଷତି ପହଞ୍ଚିଥାଏ

ନୂଆଦିଲ୍ଲୀ : ଅଧିକାଂଶ ଲୋକଙ୍କର ପ୍ରାୟତଃ ଚିକେନ୍ ଖାଇବା ବହୁତ ପସନ୍ଦ । ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତେ ଚିକେନ ଖାଇବାକୁ ଭଲପାଆନ୍ତି । କହିବାକୁ ଗଲେ ଚିକେନରେ ଅଲଗା ଅଲଗା ପ୍ରକାରର ସ୍ବାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରାଯାଇପାରେ ।

ରାଜ୍ୟରେ କରୋନା ନେଲା ୬୫ ଜଣଙ୍କ ଜୀବନ

ଭୁବନେଶ୍ୱର  : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୬୧୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

ଅନ୍ୟ ଏକ ନୂତନ ଭୂତାଣୁ ଚିହ୍ନଟ

ନୂଆଦିଲ୍ଲୀ  : କରୋନା ମହାମାରୀ ସମୟରେ ଅନ୍ୟ ଏକ ନୂତନ ଭୂତାଣୁ ଚିହ୍ନଟ ହୋଇଛି । ଏହି ଭୂତାଣୁର ନାମ ହେଉଛି ନୋରୋ । ଗତ ପାଞ୍ଚ ସପ୍ତାହ ଧରି ବ୍ରିଟେନରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପିଗଲା ।

୧୩ ମାସରେ ୩ଥର ସଂକମଣ

ମୁମ୍ୱାଇ : କରୋନାକୁ ନେଇ ଦିନକୁ ଦିନ ନୂଆ ଖବର ନଜର ଆସୁଛି । କେଉଁଠି ଟିକା ନେବା ପରେ ଲୋକଙ୍କ ଦେହରେ ଚୁମ୍ୱକୀୟ ଶକ୍ତି ଉତ୍ପନ ହେଉଛି । ଆଉ କେଉଁଠି ଅନେକ ରୋଚକ ତଥ୍ୟ ବି ଜାମିବାକୁ ମିଳୁଛି ।

ରାଜ୍ୟରେ ବାହାରିଲେ ୧୬୩୭ କରୋନା ପଜିଟିଭ୍

ଭୁବନେଶ୍ୱର : ଜୁନ ପରେ ଜୁଲାଇ ଆଣିଦେଉଛି ଆଶ୍ୱସ୍ତିକର ଖବର । ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି ।

ଡେଲଟା ଭାରିଏଣ୍ଟ ସଂକ୍ରମିତଙ୍କୁ ଚିହ୍ନଟ କରିବା ମୁସ୍କିଲ

ସିଡନୀ  : ଜୁନ୍ ୨୬ ତାରିଖରେ ସିଡନୀରେ ଲକଡାଉନ୍ ଲାଗୁ ହୋଇଥିବାବେଳେ ପ୍ରାୟ ଏକ ମାସ ପରେ ନ୍ୟୁ ସାଉଥ ୱେଲ୍ସରେ ଗୋଟିଏ ଦିନରେ ପ୍ରାୟ ୧୦୦ ଟି ନୂଆ ମାମଲା ସାମ୍ନାକୁ ଆସିଛି।

କଞ୍ଚା କ୍ଷୀର ଫିଇବା ଦ୍ୱାରା ଶରୀରରେ ସୃଷ୍ଟି ହୋଇଥାଏ ଅନେକ ସମସ୍ୟା

ନୂଆଦିଲ୍ଲୀ  : କ୍ଷୀର ଆମ ସ୍ୱାସ୍ଥ୍ୟ ପାଇଁ ଏକ ପୁଷ୍ଟିକର ପାନୀୟ । ପ୍ରତିଦିନ ଏକ ଗ୍ଲାସ୍ କ୍ଷୀର ପିଇବା ଦ୍ୱାରା ଆମ ଶରୀରରେ ପ୍ରୋଟିନ୍ ଏବଂ କ୍ୟାଲସିୟମ୍ ପରିମାଣ ପୂରଣ ହୋଇଥାଏ । ଏହା ବ୍ୟତୀତ କ୍ଷୀର ମଧ୍ୟ ହାଡକୁ ମଜବୁତ କରିଥାଏ । କ୍ଷୀରରେ ଅନେକ ପୋଷକ ତତ୍ତ୍ୱ ଏବଂ ଏନଜାଇମ୍ ଥାଏ ଯାହା…

ଓଜନକୁ ନିୟନ୍ତ୍ରଣରେ ରଖିବାକାମ କରିଥାଏ ବ୍ରାଉନ୍ ସୁଗାର

ନୂଆଦିଲ୍ଲୀ : ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ପାଇଁ ସର୍ବଦା ଖାଦ୍ୟରେ ଚିନି କମ୍ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି । ଚିନି ଖାଇବା ଦ୍ୱାରା ମସ୍ତିଷ୍କରେ ରାସାୟନିକ ପ୍ରତିକ୍ରିୟା ହେତୁ ସେରୋଟୋନିନ୍ ଡିସାର୍ଜ ହୋଇଥାଏ, ଯାହା ସ୍ୱଭାବରେ ଚିଡାପଣ ଏବଂ ଉଦାସୀନତା ବଢାଇଥାଏ । ଏଥି ସହିତ,…