Browsing Category

ଦେଶ ବିଦେଶ

ମୋଦି ପୁଣି ନମ୍ବର ଓ୍ବାନ

ନୂଆଦିଲ୍ଲୀ : ମୋଦି ପୁଣି ନମ୍ବର ଓ୍ବାନ । ୭୦% ଆପ୍ରୁଭାଲ ରେଟିଂ ସହ ବିଶ୍ୱ ନେତାଙ୍କୁ ପଛରେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ଆପ୍ରୁଭାଲ ରେଟିଂ ବିଶ୍ବର ଅନ୍ୟ ପ୍ରମୁଖ ନେତାମାନଙ୍କ ଠାରୁ ଅଧିକ ରହିଛି ।

ଭାରତୀୟ ଯବାନଙ୍କ ଗୁଳି ଶବ୍ଦରେ ପଛକୁ ଫେରିଲା ପାକିସ୍ତାନୀ ଡ୍ରୋନ

ତରନତାରନ : ପାକିସ୍ତାନ ପୁଣି ଦେଖାଇଲା ତାର ଅସଲ ରୂପ। ଏଲଓସି ଏବଂ କାଶ୍ମୀର ଉପତ୍ୟକାରେ ଭାରତୀୟ ଯବାନଙ୍କ ଜୋରଦାର ଅଭିଯାନ ଏବଂ ପାଟ୍ରୋଲିଂ ପରେ ସୀମାରେ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ଜୋରଦାର ଝଟକା ଲାଗିଛି।

ଗୋଟିଏ ସପ୍ତାହରେ ବିଜେପିକୁ ଟ୍ରିପଲ ଝଟକା ଦେଲେ ମମତା

କୋଲକାତା : ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି(ବିଜେପି)କୁ ଗୋଟିଏ ପରେ ଗୋଟିଏ ଝଟକା ଦେଇ ଚାଲିଛନ୍ତି ମମତା ବାନାର୍ଜୀ। ଏବେ କାଲିଆଗଞ୍ଜର ବିଧାୟକ ସୌମେନ ରାୟ ତୃଣମୂଳ କଂଗ୍ରେସ(ଟିଏମସି)ରେ ସାମିଲ ହୋଇଛନ୍ତି।

ଆଫଗାନ ସରକାରଙ୍କ ଅନେକ ଇ-ମେଲ ଆକାଉଣ୍ଟ ବନ୍ଦ କରିଦେଇଛନ୍ତି ଗୁଗଲ

ନ୍ୟୁୟର୍କ : ଆଫଗାନ ସରକାରଙ୍କ ସମ୍ବଦ୍ଧିତ ଅନେକ ଇ-ମେଲ ଆକାଉଣ୍ଟ ଗୁଗଲ ବନ୍ଦ କରିଦେଇଛନ୍ତି। ତେବେ ଏପର୍ଯ୍ୟନ୍ତ ବନ୍ଦ ହୋଇଥିବା ଆକାଉଣ୍ଟ ସଂଖ୍ୟା ନେଇ ଗୁଗଲ କୌଣସି ସୂଚନା ଦେଇ ନାହାନ୍ତି।

ଆଜି ସୁନା ଏବଂ ରୂପା ମୂଲ୍ୟରେ ପରିବର୍ତ୍ତନ

ନୂଆଦିଲ୍ଲୀ  : ଆଜି ସୁନା ଏବଂ ରୂପା ମୂଲ୍ୟରେ ପରିବର୍ତ୍ତନ । ଅନ୍ତର୍ଜାତୀୟ ବଜାରରେ ରୂପା ଚାହିଦା ହ୍ରାସ ହେବାର ଖବର ଶୁକ୍ରବାର ଦିନ ହ୍ରାସ ପାଇଛି । ତେବେ ସୁନା ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ହୋଇଛି ।

ଖୁସିରେ ଗୁଳି ବିନିମୟ କଲେ ତାଲିବାନ

କାବୁଲ  : ତାଲିବାନୀଙ୍କ ନିଷ୍ଠୁରତାର ଆଉ ଏକ ବର୍ବରତା ସାମ୍ନାକୁ ଆସିଛି। ଯେଉଁଠାରେ ତାଲିବାନ ପଞ୍ଜଶିର ଦଖଲ କରିବାର ରିପୋର୍ଟ ପ୍ରକାଶ ପାଇବା କ୍ଷଣିକରେ କାବୁଲରେ ଥିବା ତାଲିବାନ ଆଖୁବୁଜା ଗୁଳି ଚଳାଇ ଉତ୍ସବ ମନାଇଥିଲେ।

ଦେଶରେ ୨୪ ଘଣ୍ଟାରେ ବାହାରିଲେ ୪୨ ହଜାରରୁ ଅଧିକ କରୋନା ପଜିଟିଭ୍

ନୂଆଦିଲ୍ଲୀ, :ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ  ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ତଳକୁ ଖସିଛି ।

ବ୍ରିଟେନରେ 12 ରୁ 15 ବର୍ଷ ବୟସର ପିଲାଙ୍କୁ ଟୀକାକରଣ କରିବାକୁ ବିରୋଧ

ଲଣ୍ଡନ : ବ୍ରିଟେନରେ 12 ରୁ 15 ବର୍ଷ ବୟସର ପିଲାଙ୍କୁ ଟୀକାକରଣ କରିବାକୁ ବିରୋଧ । ସରକାରଙ୍କ ଟୀକାକରଣ ପରାମର୍ଶଦାତା ଟୀକାକରଣ ନକରିବାକୁ ନିଷ୍ପତ୍ତି ନେଇଛି ।

ସମସ୍ତ ନର୍ସ ଏବଂ ସ୍ୱାସ୍ଥ୍ୟକର୍ମୀ ନେଉନାହାଁନ୍ତି କରୋନା ଟିକା

ନୂଆଦିଲ୍ଲୀ  :ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ଜାରି ରହିଛି । ଏହାମଧ୍ୟରେ ସମସ୍ତ ଦେଶ ଟିକାକରଣକୁ ଜୋର୍ ଦେଇଛନ୍ତି । ଟିକା ନେବାକୁ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳୁଛି ।

ବାପାକୁ ହତ୍ୟା କଲା ପୁଅ

ସୁରଟ : ବର୍ତ୍ତମାନ ମହାମାରୀ କରୋନା କାଳରେ ପିଲାମାନେ ଘରେ ରହି ଅନଲାଇନ୍ କ୍ଲାସ କରୁଛନ୍ତି । ହେଲେ ମୋବାଇଲ୍ ନିଶା ଏତେ ହେଲାଣି ଯେ ପିଲାମାନେ କ୍ଲାସ୍ କରିବା ବଦଳରେ ଗେମ୍ ଖେଳିବା ସହ ମୋବାଇଲ ଧରିବାର ଅଭ୍ୟାସ ହୋଇଗଲାଣି ।