Browsing Category

ଜିଲ୍ଲା

ଦୁଇଟି ଦୋକାନରେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ

ଖୋର୍ଦ୍ଧା : ବୋଲଗଡ ବ୍ଲକର ସାନପଦର ପଂଚାୟତର ସାନପଦର ବଜାରରେ ଥିବା ଦୁଇଟି ଦୋକାନରେ ବୁଧବାର ଅପରାହ୍ନରେ ଅଗ୍ନିକାଣ୍ଡ ହୋଇଛି । ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ସର୍ଟସର୍କିଟ ଯୋଗୁଁ ଅପରାହ୍ନ ସମୟରେ ପ୍ରସନ୍ନ କୁମାର ମିଶ୍ରଙ୍କ ପୂଜା…

ଅବକାରୀ ବିଭାଗ ପକ୍ଷରୁ ଦେଢ଼ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଦେଢ଼ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଛି। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣଙ୍କ ହେଲେ ରାଜୀବ କୁମାର ପତି। ରାଜୀବ ବ୍ରାଉନସୁଗାର ନେଇ ଯାଉଥିବାର ଖବର ପାଇ ଅବକାରୀ ବିଭାଗ କଟକ-ଚାନ୍ଦବାଲି…

ବଜ୍ରପାତରେ ଜଣେ ମୃତ, ଜଣେ ଗୁରୁତର

ଆନନ୍ଦପୁର : ବିଲରେ କାମ କରୁଥିବା ସମୟରେ ବଜ୍ରପାତ । ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଆନନ୍ଦପୁର ଉପଖଣ୍ଡ ସୋସ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ସୋସ ଗାଁର ନାଥ ଜେନେ ଓ ଗୁରୁତର ବିଶ୍ବନାଥ ଦାସ ।

ଚଳଚଞ୍ଚଳ ଶ୍ରୀକ୍ଷେତ୍ର:ଆଜି ଶ୍ରୀମନ୍ଦିରରେ ନନ୍ଦୋତ୍ସବ ନୀତି

ପୁରୀ :  ପ୍ରଭୁ ଶ୍ରୀକୃଷ୍ଣ ଗତକାଲି ଧରାବତାରଣ କରିବା ପରେ ଶ୍ରୀମନ୍ଦିରରେ ଆଜି ନନ୍ଦୋତ୍ସବ ନୀତି ପାଳିତ ହେଉଛି। ମଙ୍ଗଳଆଳତୀ ସରିବା ପରେ ମହାଜନ ସେବାୟତ ରାମକୃଷ୍ଣଙ୍କୁ ଆଣି ଜଗମୋହନ ଦୋଳିରେ ଏବଂ ଦକ୍ଷିଣଘରୁ ମଦନମୋହନ ଆସି ମଧ୍ୟ ଦୋଳିରେ ବିଜେ ହେବେ।

ଯାଜପୁରରେ ପୁଣି ଭାଲୁ ଆତଙ୍କ

ଯାଜପୁରରୋଡ୍ : ଯାଜପୁରରେ ପୁଣି ଭାଲୁ ଆତଙ୍କ । ଯାଜପୁର ଜିଲ୍ଲା ଦାନଗଦି ବ୍ଲକ୍ ଅନ୍ତର୍ଗତ ଶାଳିଜଙ୍ଗା ଗାଁ ଦାଣ୍ଡରେ ଏକ ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି ।

ଧରା ପଡିଲା ୧୫୨୦ କିଲୋଗ୍ରାମର ଚୋରା ଗଞ୍ଜେଇ

ମାଲକାନଗିରି : ମାଲକାନଗିରି ଜିଲ୍ଲା ପୋଲିସ ହାତରେ ଧରା ପଡିଲା ୧୫୨୦ କିଲୋଗ୍ରାମର ଚୋରା ଗଞ୍ଜେଇ । ଜବତ ଗଞ୍ଜେଇର ବଜାର ମୁଲ୍ୟ ପ୍ରାୟ ଦେଢ କୋଟି ଟଙ୍କା ହେବ ବୋଲି ଚିତ୍ରକୋଣ୍ଡା ଏସ.ଡି.ପି.ଓ କହିଛନ୍ତି । ବଣ୍ଡାଘାଟିର ମୁଦୁଲିପଡା ଠାରୁ ଜୟପୁରକୁ ଚୋରା ଚାଲାଣ ହେଉଥିଲା ଏହି ସବୁ ଗଞ୍ଜେଇ ।

କୂଅରୁ ମିଳିଲା ଯୁବକଙ୍କ ମୃତଦେହ

ଟାଙ୍ଗି : ପରିତ୍ୟକ୍ତ କୂଅରୁ ମିଳିଲା ଯୁବକଙ୍କ ମୃତଦେହ । ମୃତକ ଅଶୋକ ନାୟକ ବୋଲି ଜଣାପଡିଛି । ହତ୍ୟା ପରେ କୂଅରେ ଫିଙ୍ଗାଯାଇଥିବା ଅନୁମାନ କରାଯାଉଛି । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅଞ୍ଚଳରେ ଘଟିଛି ଘଟଣା ।

ଟ୍ରେନ୍ ଧକ୍କାରେ ୩ ଶ୍ରମିକଙ୍କ ମୃତ୍ୟୁ

ବ୍ରହ୍ମପୁର : ଟ୍ରେନ୍ ଧକ୍କାରେ ୩ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ଲେବଲ କ୍ରସିଂ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଅଳ୍ପକେ ବର୍ତ୍ତିଯାଇଛନ୍ତି ଅନ୍ୟ ୪ ଜଣ ଶ୍ରମିକ ।