Browsing Category

ଅନୁଗୁଳ

ଘର ପୋଡ଼ିଦେଲେ ଦୁର୍ବୃତ୍ତ ଅଳ୍ପକେ ବର୍ତ୍ତିଗଲେ ପରିବାରଲୋକ

ଅନୁଗୁଳ : ଘର ପୋଡ଼ିଦେଲେ ଦୁର୍ବୃତ୍ତ । ଅନୁଗୁଳ ସାନ କେରେଜାଙ୍ଗ ଗାଁର ଘଟିଛି ଘଟଣା । ଏହି ଅଗ୍ନିକାଣ୍ଡରେ ପରିବାର ଲୋକେ ଅଳ୍ପକେ ବର୍ତିଯାଇଥିଲେ ସୁଦ୍ଧା ପୋଡ଼ି ପାଉଁଶ ହୋଇଯାଇଛି ଘର ।

କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ନିର୍ମମ ଭାବେ ହତ୍ୟା

ବଅଁରପାଳ : ଅନୁଗୁଳ ସହର ଉପକଣ୍ଠରେ ଚାଞ୍ଚଲ୍ୟ । ଏକୁଟିଆ ପାଇ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ନିର୍ମମ ଭାବେ ହତ୍ୟା କରାଯାଇଛି। ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଇଲାକା ଗିିରିଧିବାସିଆ ଗାଁ’ରେ ଏଭଳି ଏକ ଲୋମଟାଙ୍କୁରା ଘଟଣା ଆଲୋଡ଼ନ ଖେଳାଇ ଦେଇଛି । ମୃତ କଲେଜ ଛାତ୍ରୀ ହେଲେ…

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ହାତୀ ମୃତ୍ୟୁ

ବନ୍ତଳା: ଅନୁଗୁଳ ବନାଞ୍ଚଳ ଓ ବନ୍ତଳା ବନାଞ୍ଚଳରେ ମାସକ ମଧ୍ୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇଟି ହାତୀର ଜୀବନ ଯାଇଥିବା ବେଳେ ଆଜି ହିନ୍ଦୋଳ ବନାଞ୍ଚଳରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ହିନ୍ଦୋଳ ବନାଞ୍ଚଳ କନ୍ତାମିଲା ଗ୍ରାମ ନିକଟରେ ବନ୍ୟଜନ୍ତୁ ଶିକାର ପାଇଁ…

ଗାଧୋଇ ଯାଇଥିବା କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ

ବଅଁରପାଳ: ଘରଠାରୁ ଅଳ୍ପ ଦୂରରେ ପ୍ରବାହିତ ଗାଁ ନାଳକୁ ଗାଧୋଇ ଯାଇଥିବା ଜଣେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଛି । ଅଭିଯୁକ୍ତ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରି ଥିବା କୁହାଯାଉଛି । ମୃତଦେହ ବୁଦାମୂଳରୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ଅଂଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି…

ଅଟୋ ଧକ୍କାରେ ଓଲଟିଲା ମାଛ ଯାଆଁଳ ବୋଝେଇ ଗାଡ଼ି

ନାଲକୋନଗର: ୫୫ ଜାତୀୟ ରାଜପଥ ଏଫସିଆଇ ଛକ ନିକଟରେ ଆଜି ସକାଳ ୧୦ ଘଟିକା ସମୟରେ ଏକ ଅଜଣା ଅଟୋ ଏକ ମାଛ ଯାଆଁଳ ବୋଝେଇ ଅଟୋ ଓଡି-୧୯-ଏନ-୫୬୦୪ କୁ ଧକ୍କା ଦେବାରୁ ଅଟୋରେ ବୋଝେଇ ହେଇ ଯା‌ଉଥିବା ମାଛ ଯାଆଁଳ ସବୁ ରାସ୍ତାରେ ଖେଳେଇ ହୋଇ ପଡ଼ି ରହିଛନ୍ତି। ରୋହି, ଭାକୁର ଆଦି ମାଛ ଯାଆଁଳ ରାସ୍ତାରେ…

ଅଜଣା ଗାଡି ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ

କଣିହାଁ: କଣିହାଁ ବ୍ଳକ ଅନ୍ତର୍ଗତ ସମଲ ଥାନା ପୁରୁଣାବଲାଙ୍ଗି ଗାଁ ନିକଟସ୍ଥ ବଲାଙ୍ଗି- ସମଲ ରାସ୍ତାରେ ଆଜି ସକାଳ ସାଢ଼େ ୬ଟାବେଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି | ବାଇକରେ ଯାଉଥିବା ଦୁଇଜଣକୁ କୌଣସି ଅଜଣା ଗାଡି ଧକ୍କାଦେବାରୁ ଘଟଣାସ୍ଥଳରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ…

ବଜାରରୁ ଶିଶୁପୁତ୍ରର ମୃତଦେହ ଉଦ୍ଧାର

ଅନୁଗୋଳ : ବଜାରରୁ ଶିଶୁପୁତ୍ରର ମୃତଦେହ ଉଦ୍ଧାର। ଅନୁଗୋଳ ସହର ଡେଲି ମାର୍କେଟରୁ ଏକ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳୁ ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଛନ୍ତି।