Browsing Category

କଟକ

କାଲିଠୁ ଖୋଲିବ କଟକ ଜିଲ୍ଲାରେ ସମସ୍ତ ଧର୍ମାନୁଷ୍ଠାନ

କଟକ : ଆସନ୍ତାକାଲିଠାରୁ କଟକ ଜିଲ୍ଲାରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ । କୋଭିଡ୍ ଗାଇଡ୍ ଲାଇନ୍ ମୁତାବକ ଧର୍ମାନୁଷ୍ଠାନ ଖୋଲାଯିବ । ଏ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି ।

ପରୀକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ମାମଲା ପହଞ୍ଚିଲା ଥାନାରେ

କଟକ : ଆଡମିଟ୍ କାର୍ଡ ନପାଇ ଅଫଲାଇନ୍ ମାଟ୍ରିକ୍ ପରୀକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀ ଏବେ ଥାନାରେ ପହଞ୍ଚିଛନ୍ତି । ପରୀକ୍ଷାରୁ ବଞ୍ଚିତ ୧୧ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮ ଜଣଙ୍କ ଅଭିଭାବକ ଏ ନେଇ କଟକ ମାଲଗୋଦାମ ଥାନାରେ ଏତଲା ଦେଇଛନ୍ତି ।

କରୋନା କାଳରେ ଡେଙ୍ଗୁ ଆତଙ୍କ

ଭୁବନେଶ୍ୱର: କରୋନା କାଳରେ ଡେଙ୍ଗୁ ନିଜର ଆତଙ୍କ ଖେଳାଇବାରେ ଲାଗିଛି । ରାଜଧାନୀ ଭୁବନେଶ୍ୱର ପରେ ଏବେ କଟକରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।

ହାଇଦରର ୪୦ ବର୍ଷର ଅପରାଧ ଇତିହାସ,ମିତି ପାଲଟିଥିଲା ଗ୍ୟାଙ୍ଗ୍‌ଷ୍ଟର

କଟକ : ୧୯୮୦ ପରବର୍ତ୍ତୀ ସମୟରେ ଛୋଟଛୋଟ ଅପରାଧରେ ହାଇଦର ହାତ ଦେଇଥିଲା। ୧୯୯୧ ବେଳକୁ ହାଇଦର୍ ଗ୍ୟାଙ୍ଗଷ୍ଟର ପାଲଟି ଯାଇଥିଲା। ୧୯୮୦ରେ କେନ୍ଦ୍ରାପଡ଼ା ନୂଆ ବସ୍‌ ଷ୍ଟାଣ୍ତରୁ ଆରପଟକୁ ଯିବା ପାଇଁ ଗୋବରୀରେ ହେଉଥିବା ବାଉଁଶ ପୋଲ ଓ ସେଥିରୁ ଆଦାୟ ହେଉଥିବା ଟଙ୍କାକୁ ନେଇ ଗଣ୍ତଗୋଳର…

ପତ୍ନୀଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ସ୍ଵାମୀ

କଟକ : ପତ୍ନୀଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ସ୍ଵାମୀ । ପତ୍ନୀଙ୍କ ପ୍ରାଇଭେଟ୍ ପାର୍ଟରେ ରହିଛି ପୂର୍ବତନ ପ୍ରେମିକଙ୍କ ନାଁର ଟାଟୁ । ଖାଲି ସେତିକି ନୁହେଁ ପତ୍ନୀଙ୍କ ପ୍ରେମିକ ଧମକ ଦେଉଥିବାର ମଧ୍ୟ ସଙ୍ଗୀନ ଆରୋପ । ଅଭିଯୋଗକୁ ଆଧାର କରି ସ୍ଵାମୀ କଟକ ମର୍କତନଗର ଥାନାରେ ଏତଲା ଦାଏର…

କଟକରେ ୪୧୧ରୁ ୧୪୦ ଡାକ୍ତର ପଦବି ଖାଲି

କଟକ: କଟକକୁ କୁହାଯାଏ ରାଜ୍ୟର ସ୍ବାସ୍ଥ୍ୟ ରାଜଧାନୀ। କିନ୍ତୁ କଟକ ଜିଲ୍ଲାରେ ଏବେ ବିପର୍ଯ୍ୟସ୍ତ ହୋଇ ପଡିଛି ସ୍ବାସ୍ଥ୍ୟ ସେବା। ଜିଲ୍ଲାର ବିଭିନ୍ନ ସରକାରୀ ଡାକ୍ତରଖାନାରେ ପାଖାପାଖି ୧୪୦ ଡାକ୍ତର ପଦ ଖାଲି ପଡିଛି। ମେଡିସିନ୍‌, ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ, ଶିଶୁ ରୋଗ, ସର୍ଜରି,…

ଏସ୍‌ସିବିରେ ବଢୁଛି ‌ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

କଟକ: ଏସ୍‌ସିବିରେ ବଢୁଛି ‌ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଏବେ ପାଖାପାଖି ୧୦ଜଣ ଡେଙ୍ଗୁ ରୋଗୀ ମେଡିସିନ୍‌ ବିଭାଗରେ ଚିକିତ୍ସିତ ହେଉଛନ୍ତି। କଟକରେ ଗଲା ଜାନୁଆରିରୁ ଆଜି ସୁଦ୍ଧା ୨୫ଜଣ ସଂକ୍ରମିତ ଚିହ୍ନଟ ହେଲେଣି। ଏଭଳି ସ୍ଥିତିରେ ଡେଙ୍ଗୁ ସ୍ଥିତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ…

‘ପ୍ରଧାନମନ୍ତ୍ରୀ ବେରୋଜଗାର ଭତ୍ତା ଯୋଜନା’ ନାଁରେ ନକଲି ଆକାଉଣ୍ଟ, ସାଇବର ଅପରାଧୀଙ୍କୁ ୫ ଟଙ୍କାରେ ଡାଟା ବିକୁଛନ୍ତି…

କଟକ : କୋଭିଡ୍ ଟିକା ସାର୍ଟିଫିକେଟ୍ ସୋସିଆଲ୍ ମିଡିଆରେ ସେୟାର କରୁଛନ୍ତି କି? ସତର୍କ ରୁହନ୍ତୁ। ସାର୍ଟିଫିକେଟରେ ଥିବା କ୍ୟୁଆର କୋଡ୍‌ରେ ଟିକା ନେଇଥିବା ହିତାଧିକାରୀଙ୍କ ବ୍ୟକ୍ତିଗତ ତଥ୍ୟ ରହୁଛି।