Browsing Category

କଳାହାଣ୍ଡି

ନାବାଳକଙ୍କୁ ଗୋଡାଇ ଗୋଡାଇ ଟାଙ୍ଗିଆରେ ହାଣି ହତ୍ୟା

କଳାହାଣ୍ଡି : ନାବାଳକଙ୍କୁ ଗୋଡାଇ ଗୋଡାଇ ଟାଙ୍ଗିଆରେ ହାଣି ହତ୍ୟା । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଭଟ୍ଟାଗୁଡା ଗାଁରେ ଅଭାବନୀୟ ଘଟଣା । ମୃତ ନାବାଳକ ହେଲେ ୧୦ ବର୍ଷର ଅନୀଲ ମାଝୀ ।

ମାଆ ସହ ୨ ଶିଶୁଙ୍କ ଚାଲିଗଲା ଜୀବନ

କଳାହାଣ୍ଡି, : କଳାହାଣ୍ଡିର କେସିଙ୍ଗା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ମାଆ ସହ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ କେସିଙ୍ଗା ହସ୍ପିଟାଲରେ ଭର୍ତି କରିଯାଇଥିବା ଜଣାପଡ଼ିଛି ।

ଗଛରେ ପିଟିଲା ହେଲା ବାଇକ୍:ଦୁର୍ଘଟଣାରେ ୩ ମୃତ୍ୟୁ୧ ଗୁରୁତର

କଳାହାଣ୍ଡି  : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଗଛରେ ପିଟିଲା ହେଲା ବାଇକ୍ । ଏହି ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧ ଗୁରୁତର ଅଛନ୍ତି।ମୃତକ ହେଲେ ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମେରିଆବନ୍ଧଲି ଗାଁର ଦୁଇ ଭାଇ ପିଣ୍ଟୁ ମାଝୀ, ସଦାନନ୍ଦ ମାଝୀ ଏବଂ ଅନ୍ୟ ଜଣେ ହେଲେ ଚଞ୍ଚରା ଭାଡ଼ି…

ବୃଦ୍ଧଙ୍କୁ ଅତି ନିର୍ମମ ଭାବେ ତଣ୍ଟି କାଟି ହତ୍ୟା

କଳାହାଣ୍ଡି : ବୃଦ୍ଧଙ୍କୁ ଅତି ନିର୍ମମ ଭାବେ ତଣ୍ଟି କାଟି ହତ୍ୟା । ମୃତକଙ୍କ ନାମ ୫୦ବର୍ଷୀୟ ଡୁମେନ ମାଝୀ ବୋଲି ଜଣାପଡିଛି । କଳାହାଣ୍ଡି ଜିଲ୍ଲା ଥୁଆମୁଳ-ରାମପୁର ଥାନା ପିପଲଭଟ୍ଟା ପଡିଆରୁ ମୃତଦେହ ଠାବ କରାଯାଇଛି ।

ରକ୍ତ ଅଭାବରୁ ନବଜାତକ ଶିଶୁର ମୃତ୍ୟୁ

କଳାହାଣ୍ଡି : ଜିଲ୍ଲାରେ ରକ୍ତ ଅଭାବରୁ ଜଣେ ନବଜାତକ ଶିଶୁର ମୃତ୍ୟୁ ହେବା ପ୍ରସୂତି ଅର୍ଥା ମାଆ ଗୁରୁତର ହୋଇଛି । O positive Bombay Phenotype ଗ୍ରୁପ ରକ୍ତ ଆବଶ୍ୟକତା ରହିଥିବା ବେଳେ ଏହି ବିରଳ ରକ୍ତ ଗ୍ରୁପ ଜିଲ୍ଲାରେ ଉପଲବ୍ଧ ହେଲାନାହିଁ ।

ବିଦ୍ୟୁତ ଆଘାତରେ ମହିଳା ମୃତ

କଳାହାଣ୍ଡି: ତାରରେ ଓଦା କପଡା ଶୁଖାଉଥିବା ବେଳେ ଅଘଟଣ । ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳାଙ୍କ ଜୀବନ ଚାଲିଯାଇଛି । ମହିଳା ଜଣକ ହେଲେ କଳାହାଣ୍ଡି ଜିଲା ସାନଚେରଗାଁର ସବିତା ହରିଦର ।

କଳାହାଣ୍ଡିରେ ଗୋଟିଏ ଦିନରେ ୫୪ କରୋନା ସଂକ୍ରମିତ ଚିହ୍ନଟ

କଳାହାଣ୍ଡି ଜିଲ୍ଲାରେ ଗୋଟିଏ ଦିନରେ ୫୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୋମବାର ଭବାନୀପାଟଣା ସ୍ଥିତ ଏକ ଘରୋଇ କଲେଜରୁ ୩୬ ସଂକ୍ରମିତ ଚିହ୍ନଟ ହେବା ପରେ ମଙ୍ଗଳବାର ପୁଣି ଅନ୍ୟ ଛାତ୍ରଛାତ୍ରୀଙ୍କ ସ୍ବାବ୍‌ ଟେଷ୍ଟ କରାଯିବ।

କଳାହାଣ୍ଡି: ଦଲାଲଙ୍କ କବ୍‌ଜାରେ ଆଦିବାସୀଙ୍କ ମହୁଲ ଫୁଲ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଦଲାଲଙ୍କ କବ୍‌ଜାରେ ଆଦିବାସୀଙ୍କ ମହୁଲ ଫୁଲ ଥିବାବେଳେ ମହୁଲର ଅଭାବୀ ବିକ୍ରି ଯୋଗୁଁ ଲୋକେ କମ୍‌ ଦରରେ ମହୁଲକୁ ଦଲାଲ ହାତରେ ଟେକି ଦେଉଛନ୍ତି।

ତାଳପଦର ଗାଁରେ ଅଭାବନୀୟ ଘଟଣା : ବିଧବାଙ୍କୁ ଅନ୍ୟ ଜାତିର ଯୁବକଙ୍କ ମାଡ଼

ଜୁନାଗଡ଼ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ତାଳପଦର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଅନ୍ୟ ଜାତିର ଜଣେ ଯୁବକ ଗାଁର ଜଣେ ବିଧବା ମହିଳାଙ୍କୁ ଚାପୁଡ଼ା ମାରିବାରୁ ଏହାକୁ ନେଇ ପଡ଼ାରେ ବୁଧବାର ରାତିରେ କଙ୍ଗାରୁ କୋର୍ଟ ବସି ସଂପୃକ୍ତ ମହିଳାଙ୍କୁ ଗାଁରୁ ତଡ଼ି ଦିଆଯାଇଛି।

ନିଆଁ ଲାଗି ଜୀବନ୍ତ ଜଳିଗଲେ ଯୁବତୀ

କୋକସରା: ଘରେ ନିଆଁ ଲାଗି ଜଣେ ଜୀବନ୍ତ ଦଗ୍ଧ। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କୋକସରା ଥାନା ଖପ୍ରାମାଲ ଗାଁରେ। ଆଜି ଭୋର ସମୟରେ ଟୁଇଙ୍କେଲ କନ୍ଦପାନ ନାମକ ଜଣେ ୨୩ ବର୍ଷିୟା  ଯୁବତୀଙ୍କ ଦେହରେ ନିଆଁ ଲାଗିଯିବାରୁ ସେ ଜୀବନ୍ତ ଜଳି ଯାଇଛନ୍ତି ।