Browsing Category

କେନ୍ଦ୍ରାପଡ଼ା

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା , ୨ ମୃତ

ପାରାଦୀପ: କଟକ ପାରାଦୀପ ରାଜରାସ୍ତାର କୁଜଙ୍ଗ ଥାନା ଅନ୍ତର୍ଗତ ତାଳଦଣ୍ଡା ନିକଟରେ ଆଜି ଅପରାହ୍ନ ୩ ଟା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଯାଉଥିବା ଏକ କାର ରାସ୍ତା କଡରେ ଥିବା ଗଛରେ ପିଟି ହୋଇଯିବା ଫଳରେ ଘଟଣାସ୍ଥଳରେ ହିଁ ଗାଡିର ଡ୍ରାଇଭର ସମେତ ଆଗରେ ବସିଥିବା ୨…

ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର,ମୃତ୍ୟୁର କାରଣ ଅସ୍ପଷ୍ଟ

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌର ପରିଷଦ ଅନ୍ତଗର୍ତ ସବ ରେଜିଷ୍ଟର ଅଫିସ ସମ୍ମୁଖରେ ଅଜଣା ମୃତ ଦେହ ପଡିରହିଛି । ମୃତକଙ୍କ ପରିଚୟ ଏଯାଏ ମିଳିପାରିନଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

ବାଇକ୍ କୁ ଧକ୍କା ଦେଲା ବାଇକ୍, ଜଣଙ୍କର ମୃତ୍ୟୁ ଅନ୍ୟ ଜଣେ ଗୁରୁତର

ପଟ୍ଟାମୁଣ୍ଡାଇ,  : କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୋହଳ ଛକ ନିକଟରେ ଅଘଟଣ। ଗୋଟିଏ ବାଇକ୍ କୁ ଧକ୍କା ଦେଲା ବୀପରିତ ଦିଗରୁ ଆସୁଥିବା ଆଉ ଏକ ବାଇକ୍। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।

ହାଇଓ୍ବାକୁ ଧକ୍କା ଦେଲା ଟ୍ରେନ, ଅଳ୍ପକେ ବର୍ତ୍ତିଗଲେ ଚାଳକ

ପାରାଦୀପ : ବନ୍ଦର ନିସିଦ୍ଧାଞ୍ଚଳ ମଧ୍ୟରେ ଏକ କୋଇଲା ବୋଝେଇ ହାଇଓ୍ବାକୁ ଏକ ଟ୍ରେନ ଧକ୍କା ଦେଇଥିବା ଜଣା ପଡ଼ିଛି। ଧକ୍କାରେ ହାଇଓ୍ବାଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁର୍ ମାର ହେଇଯାଇଥିବା ବେଳେ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଅଗ୍ନିକାଣ୍ଡରେ ଜଳିଗଲା ୧୦ ବଖରା ଘର

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଗୟାସ ପୁର ଗାଁରେ ଅଘଟଣ । ଅଗ୍ନିକାଣ୍ଡ ଘଟି ଜଳିଗଲା ୧୦ ବଖରା ଘର। ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

ପାରାଦୀପ ବଡ଼ବିଲ୍ ରାସ୍ତା ହେବ ୮ ଲେନ୍ ବିଶିଷ୍ଟ

୮ଲେନ୍ ବିଶିଷ୍ଟ ହେବ ପାରାଦୀପ-ବଡ଼ବିଲ୍ ରାସ୍ତା । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ୍ ଗଡ଼କରୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଏହି ନିଷ୍ପତ୍ତି ହୋଇଛି ।