Browsing Category

ଖୋର୍ଦ୍ଧା

କଳି ତୁଟାଉ ତୁଟାଉ ଚାଲିଗଲା ଜୀବନ

ଖୋର୍ଦ୍ଧା : ମଧ୍ୟସ୍ଥି ହେବା ପଡିଲା ମହଙ୍ଗା । ସମାଧାନ କରିବାକୁ ଆସି ମୃତ୍ୟୁ ଘଟିଲା । ମୃତକ ନୀଳମଣୀ ବାରିକ ବୋଲି ଜଣାପଡିଛି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଚକାପଦା ଗାଁର ଘଟିଛି ଘଟଣା ।

ଭୁବନେଶ୍ୱରରେ ସଟଡ଼ାଉନରେ ମାତିଲେ ଲୁଟେରା

ଭୁବନେଶ୍ୱର : ଭୁବନେଶ୍ୱରରେ ସଟଡ଼ାଉନରେ ମାତିଲେ ଲୁଟେରା । ସକାଳୁ ସକାଳୁ ବାଇକରେ ଆସି ସ୍ନାଚିଂ । ରବି ଟକିଜ ଛକରୁ ଯୁବତୀଙ୍କ ଠାରୁ ମୋବାଇଲ ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ । ବାଇକରେ ଆସି ୩ ଜଣ ଯୁବକ ଏହି କାଣ୍ଡ କରିଛନ୍ତି ।

ଭୁବନେଶ୍ବରରେ ହେଲା ଶତ ପ୍ରତିଶତ ଟିକାକରଣ

ଭୁବନେଶ୍ବର : ଭୁବନେଶ୍ବରରେ ହେଲା ଶତ ପ୍ରତିଶତ ଟିକାକରଣ । ଜୁଲାଇ ଶେଷ ସୁଦ୍ଧା ଥିବା ଟାର୍ଗେଟ୍ ପୁରଣ ହୋଇଛି ବୋଲି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି ।

ବ୍ୟବସାୟୀଙ୍କୁ ଗୁଳିମାଡ କରି ଲୁଟିଲେ ୫୦ ହଜାର ଟଙ୍କା

ଖୋର୍ଦ୍ଧା, :  ଖୋର୍ଦ୍ଧା ବାଘମାରୀ ବଜାରରେ ଗୁଳିମାଡ । ବ୍ୟବସାୟୀଙ୍କୁ ଗୁଳିମାଡ କରି ଲୁଟିଲେ ୫୦ ହଜାର ଟଙ୍କା । ଗୁରୁବାର ବିଳମ୍ବିତ ରାତିରେ ବ୍ୟବସାୟୀ ମନୋରଞ୍ଜନ ସାମନ୍ତରାୟକୁ ଗୁଳିମାଡ଼ ହୋଇଛି ।

ଗାଁ ମୁଣ୍ଡ ରାସ୍ତା କଡ଼ରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ

ବରଗଡ଼: ଗାଁ ମୁଣ୍ଡ ରାସ୍ତା କଡ଼ରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ବରଗଡ଼ ଟାଉନ୍‌ ଥାନା କୁରୁଆଁ ଗାଁରେ ଘଟିଛି ଘଟଣା ।

ବିଚ୍ ରାସ୍ତାରେ ୨ ଯୁବକଙ୍କୁ ଗୋଡାଇ ହାଣିଲେ

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ । ପୁଣି ଆତଙ୍କରାଜ ଚଳାଇଲେ ଦୁର୍ବୃତ୍ତ । ଭୁବନେଶ୍ବର ସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକରେ ଦୁଇ ଯୁବକଙ୍କୁ ଅତି ନିର୍ମମ ଭାବେ ମରଣାନ୍ତକ ଆକ୍ରମଣ କରିଛନ୍ତି ।

ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଖୋର୍ଧାରେ କରୋନା ମୃତ୍ୟୁ ହଜାର ଟପିଛି

ଭୁବନେଶ୍ବର : ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଖୋର୍ଧାରେ କରୋନା ମୃତ୍ୟୁ ହଜାର ଟପିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବଳକା କୋଭିଡ୍‌ ମୃତ୍ୟୁର ଘୋଷଣା କିଛି ଦିନ ଧରି ଚାଲିଥିବା ବେଳେ ଏଥିରେ ସିଂହଭାଗ ମୃତ୍ୟୁ ଖୋର୍ଧାରୁ ଆସିଥିଲା।

ଗତ ୨୪ଘଣ୍ଟାରେ ଖୋର୍ଧା ଜିଲ୍ଲାରେ ୨୦୪ ନୂତନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ସୁନ୍ଦରଗଡ଼ ପରେ ଏବେ ଖୋର୍ଧା ଜିଲ୍ଲାରେ ଦୈନିକ କରୋନା ସଂକ୍ରମଣ ୨୦୦ ଟପି ଯାଇଛି। ଗତ ୨୪ଘଣ୍ଟାରେ ଜିଲ୍ଲାରେ ୨୦୪ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ସିଂହଭାଗ ସଂକ୍ରମିତ ରହିଛନ୍ତି ରାଜଧାନୀରୁ। ଏହାସହ ସୁନ୍ଦରଗଡ଼ରୁ ୨୬୮ ଆକ୍ରାନ୍ତ ବାହାରିଛନ୍ତି। ପୂର୍ବରୁ ଏହି…

ଟ୍ରକ ଚକା ତଳେ ଚାପି ହୋଇ ଚାଲିଗଲା ଜୀବନ

ଖୋର୍ଦ୍ଧା : ସକାଳୁ ସକାଳୁ ଘରୁ ବାହାରି କୌଣସି କାମରେ ରାସ୍ତାରେ ଚାଲି ଚାଲି ଯାଉଥିଲେ। କିନ୍ତୁ ଜାଣି ନ ଥିଲେ ଏହା ତାଙ୍କର ଥିଲା ଶେଷ ଚଳାପଥ। ରାସ୍ତାରେ ଚାଲି ଚାଲି ଯାଉ ଥିବା ଏକ ଟ୍ରକ ଯୁବକଙ୍କୁ ଧକ୍କା ଦେଇଥିଲା। ଯୁବକ ଜଣକ ଟ୍ରକ ଚକା ତଳେ ଚାପି ହୋଇଯିବା ସହ ମୁଣ୍ଡ ଗଣ୍ଡି ଅଲଗା…