Browsing Category

ଗଜପତି

ବିଦାୟ ସମ୍ବର୍ଦ୍ଧନା ପରେ ବାପା, ପୁଅକୁ ହତ୍ୟା, ୧୨ ଅଟକ

ଅଡ଼ବା: ଗାଁରେ ବୈଠକ ଡାକି ପୂର୍ବ ଦିନ ରାତିରେ ଦେଲେ ବିଦାୟ ସମ୍ବର୍ଦ୍ଧନା। ଏହା ପର ଦିନ ରାତିରେ କଲେ ହତ୍ୟା। ଗଜପତି ଜିଲ୍ଲା ଅଡ଼ବା ଥାନା ଗୁଲୁବା ପଞ୍ଚାୟତ ମୋଠାଗୁଡ଼ା ଗାଁରେ ବାପା, ପୁଅ ହତ୍ୟା ଘଟଣାରେ ଏହି ଚାଞ୍ଚଲ୍ୟକର ତଥ୍ୟ ପୁଲିସକୁ ମିଳିଛି।