Browsing Category

ଗଞ୍ଜାମ

ହାତୀ ଆକ୍ରମଣରେ ବାପା-ପୁଅ ଗୁରୁତର

ସାନଖେମୁଣ୍ଡି : ହାତୀ ଆକ୍ରମଣରେ ବାପା-ପୁଅ ଗୁରୁତର । ଜଙ୍ଗଲକୁ ଯାଇଥିବା ବେଳେ ପଡିଥିଲେ ହାତୀ ହାବୁଡରେ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ତାରାସିଂଙ୍ଗ ବନାଞ୍ଚଳ ତିନିଛକିଆ କିରିଆମ୍ବା ଜଙ୍ଗଲରେ ଘଟିଛି ଏଭଳି ଘଟଣା ।

ଆନ୍ତର୍ଜାତିକ ଯୁବ ଦିବସ ପାଳିତ

ଜଗନ୍ନାଥ ପ୍ରସାଦ: ୧୨.୦୮.୨୦୨୧: ଭାରତ ସରକାରଙ୍କ ଦ୍ବାରା ପରିଚାଳିତ " କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ" ତରଫରୁ ଅନଲାଇନ୍ ମାଧ୍ୟମରେ ଏଚ୍. ଆଇ. ଭି , ଟି. ବି ଓ ସ୍ଵେଚ୍ଛାକୃତ ରକ୍ତଦାନ ସଚେତନତା କାର୍ଯ୍ୟକ୍ରମ ରେ…

ବିପୁଳ ପରିମାଣର କାଠ ଜବତ

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ଭାବନ୍ଧ ପଞ୍ଚାୟତ ସୂର୍ଯ୍ୟନାରାୟଣପୁର ଗ୍ରାମର ଏକ ପରିତ୍ୟକ୍ତ ଘରୁ ବିପୁଳ ପରିମାଣର କାଠ ଜବତ।

ସାମାନ୍ୟ କିଛି ଟଙ୍କା ପାଇଁ ବାପାର ଜୀବନ ନେଲା ପୁଅ

ଗଞ୍ଜାମ: ମଦ ପାଇଁ ବାପାର ଜୀବନ ନେଲା ପୁଅ। ସାମାନ୍ୟ କିଛି ଟଙ୍କା ପାଇଁ ବାପାକୁ ହତ୍ୟା କରାଇବାକୁ ପଛାଇଲାନି ସଇତାନ ପୁଅ। ଏଭଳି ଏକ ହତ୍ୟାକାଣ୍ଡ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମହାଛାଇ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଘଟିଛି। ମୃତକଙ୍କ ନାମ କରୁଣାକର ସାହୁ ବୋଲି…

ହାତୀ ଆକ୍ରମଣରେ ଜଣେ ଗୁରୁତର,

ବ୍ରହ୍ମପୁର: ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ଭଗବାନପୁର – ଶୁଳିଆପଲ୍ଲୀ ରାସ୍ତାରେ ଗୁରୁବାର ରାତିରେ ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି। ବୁଗୁଡ଼ା ଥାନା ଅନ୍ତର୍ଗତ ଅରଖପୁର ଗ୍ରାମର ସୁଶାନ୍ତ ଦଳେଇ ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା…

ବିଧାୟିକାଙ୍କ ଘର ଆଗରେ ବୋମାମାଡ଼

ଗଞ୍ଜାମ, : ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ଗ୍ରାମରେ ଗୋଷ୍ଠୀ କନ୍ଦଳ କାରଣରୁ ବିଧାୟିକାଙ୍କ ଖଲ୍ଲିକୋଟ ବାସ ଭବନ ଉପରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି ।

ବିଚ୍ ରାସ୍ତାରେ ସ୍ତ୍ରୀକୁ ଜାଳି ଦେଲା ସ୍ଵାମୀ

ଛତ୍ରପୁର : ପାରିବାରିକ କଳହ କେତେ  ଭୟଙ୍କର ହୋଇପାରେ, ତାହାର ଆଉ ଏକ ଜ୍ଵଳନ୍ତ ଦୃଶ୍ୟ ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଗାଁରେ ଦେଖିବାକୁ ମିଳିଛି ।