Browsing Category

ଝାରସୁଗୁଡ଼ା

ବଜାର ଅଭାବ ଯୋଗୁଁ ଆଖୁ ଚାଷ ପ୍ରତି ବିମୁଖ ଚାଷୀ

ବ୍ରଜରାଜନଗର : ଝାରସୁଗୁଡ଼ା ବ୍ଲକ୍‌ ରାଜପୁର ଓ ଲୁଇସିଙ୍ଗ ପଞ୍ଚାୟତ ସହିତ ଲଖନପୁର ବ୍ଲକ୍‌ ମଚିଦା ପଞ୍ଚାୟତ ଟେଙ୍ଗେନମାଲ ଗ୍ରାମରେ ବହୁଳ ଭାବରେ ଗୁଡ଼ ଚାଷ ହୋଇଥାଏ। ମଚିଦାରେ ପ୍ରାୟ ୫୦ ଏକର, ରାଜପୁର ଓ ଲୁଇସିଙ୍ଗରେ ମଧ୍ୟ ୫୦ ଏକର ଜମିରେ ଏହି ଚାଷ ହୋଇଥାଏ।

ଆଖି ବୁଜିଲା ଭାଣିଜୀ, ନିଆଁ ଲଗାଇଥିଲା ସମ୍ପତ୍ତି ଲୋଭି ମାମୁ

ଝାରସୁଗୁଡ଼ା: ମନ ଖୁସିରେ ମାମୁ ଘରକୁ ବୁଲି ଆସିଥିଲା କୁନି ଭାଣିଜୀ। ହେଲେ ଜାଣି ନ ଥିଲା ମୃତ୍ୟୁ ତାକୁ ଅପେକ୍ଷା କରିଛି। ସମ୍ପତ୍ତି ଲୋଭି ମାମୁ ଘରେ ନିଆଁ ଲଗାଇ ଦେବାରୁ ପୋଡ଼ି ଗୁରୁତର ହୋଇଥିବା ଭାଣିଜୀ ୮ ଦିନ କାଳ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଛି।