Browsing Category

ଢେଙ୍କାନାଳ

ବାରହା ଫାଶରେ ପଡି ଦନ୍ତାହାତୀ ମୃତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ । ଗତ ତିନିଦିନ ପୂର୍ବେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ବେଳେ ଆଜି ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ଶିକାରୀଙ୍କ ଦ୍ୱାରା ବନ୍ୟ ଜନ୍ତୁ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ଫାଶରେ ପଡି ଏହି…

ଢେଙ୍କାନାଳ ସହର ପାଖରେ ବଣୁଆ ହାତୀପଲ

ଢେଙ୍କାନାଳ : ଢେଙ୍କାନାଳ ସହର ପାଖରେ ବଣୁଆ ହାତୀପଲ । ସହରର କୁଞ୍ଜକାନ୍ତ ଟେନ ଲାଇନ ପାଖରେ ଏହି ହାତୀପଲଙ୍କୁ ଦେଖିବାକୁ ମିଳିଛି । କୁଞ୍ଜକାନ୍ତ ଟ୍ରେନ ଲାଇନ ସେପାଖରେ ଏହି ହାତୀ ପଲଙ୍କୁ ମଧ୍ୟରେ ଦନ୍ତା ଓ ଛୁଆ ହାତୀ ମିଶି ୧୫ରୁ ଅଧିକ ହାତୀ ରହିଥିବା ଜଣାପଡିଛି । ଗତ ଦୁଇଦିନ ହେଲା ହାତୀ…

ଆତଙ୍କିତ ଅଞ୍ଚଳବାସୀ,ଗାଁ ମୁହାଁ ହାତୀ ପଲ

ଢେଙ୍କାନାଳ: କିଛି ଦିନ ବ୍ୟବଧାନ ପରେ ପୁଣି ହାତୀ ପଲ ଆସିଛନ୍ତି । ଯାହାକୁ ନେଇ ଆତଙ୍କିତ ହୋଇପଡିଛନ୍ତି ଅଞ୍ଚଳବାସୀ । ଢେଙ୍କାନାଳ ସହର ଉପକଣ୍ଠର ବୋରାପଦା ଗହମଖୁଣ୍ଟି ଅଂଚଳରେ ଏହି ହାତୀପଲଙ୍କୁ ଦେଖିବାକୁ ମିଳିଛି ।

ବଜ୍ରପାତ ରେ ଜଣେ ଶ୍ରମିକର ମୃତ୍ୟୁ,୩ ଗୁରୁତର

ଢେଙ୍କାନାଳ, : ଢେଙ୍କାନାଳରେ ଗତକାଲି ତୁହାକୁ ତୁହା ବର୍ଷା ହେଇଥିବା ବେଳେ କେତକ ସ୍ଥାନରେ ବଜ୍ରପାତ ଘଟିଥିଲା । ଏହି ସମୟରେ ବଜ୍ରପାତ ହେବାରୁ ଜଣେ ଶ୍ରମିକର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି ।

ଶ୍ୱଶୁର ଘର ସମ୍ପତ୍ତି ବିବାଦରୁ ହତ୍ୟାକାଣ୍ଡ

ଢେଙ୍କାନାଳ: ଶ୍ୱଶୁର ଘର ସମ୍ପତ୍ତି ବିବାଦରୁ ହତ୍ୟାକାଣ୍ଡ ।  ଶୋଇଥିବା ବେଳେ ଶ୍ୱଶୁରକୁ ପିଟିପିଟି ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ସଦର ଥାନା ପାତ୍ରଭାଗ ଗ୍ରାମରେ  । ପୋଲିସ ଏହି ହତ୍ୟାକାଣ୍ଡରେ ଜ୍ବାଇଁକୁ ଗିରଫ କରିଛି।

ଖଣ୍ଡା ଓ ଫାର୍ସାରେ ବେକକୁ ହାଣିଦେଲେ ୪ ଦୁର୍ବୃତ୍ତ

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅଞ୍ଚଳରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ । ବଳଦିଆବନ୍ଧ ନିକଟରେ ବନ୍ଦ ହୋଇ ପଡିଥିବା ଏକ ଘରୋଇ ଚକ୍ଷୁ ହସ୍ପିଟାଲ ପରିସରରେ ଜଣେ ଯୁବକକୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି ।

ଦୁଇ ଗୋଷ୍ଠୀ ମଧ୍ୟରେ ସଶସ୍ତ୍ର ସଂଘର୍ଷ, ୩ ଗୁରୁତର

କାମାକ୍ଷାନଗର : କାମାକ୍ଷାନଗର ଟାଉନ୍‌ରେ ବୁଧବାର ବିଳମ୍ବିତ ରାତିରେ ଗୁଳି ଫୁଟିଛି। ଏଥିସହ ତୁହାକୁ ତୁହା ବୋମାମାଡ଼ ହୋଇଛି। ଏଥିରେ ୩ ଜଣ ଗୁରୁତର ହୋଇଥିଲାବେଳେ ସେମାନଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

ଏକ ତରଫା ପ୍ରେମରୁ ହତାସ ପ୍ରେମିକର ଆତ୍ମହତ୍ୟା ଉଦ୍ୟମ

ଢେଙ୍କାନାଳ : ଏକ ତରଫା ପ୍ରେମରୁ ହତାସ ପ୍ରେମିକର ଆତ୍ମହତ୍ୟା ଉଦ୍ୟମ। ନିଜ ଦେହରେ କିରୋସିନ ଢାଳି ଲଗାଇଦେଲା ନିଆଁ। ଗୁରୁତର ଯୁବକ ସଦର ଥାନା ବଳରାମପୁରର ଟୁକୁନା ପ୍ରଧାନ।