Browsing Category

ନବରଙ୍ଗପୁର

ତାମିଲନାଡୁରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ଜଣେ ଯୁବକ ତାମିଲନାଡ଼ୁରେ ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ରବିବାର ଦିନ ସାପ୍ତାହିକ ଛୁଟି ରହିଥିବା ଯୋଗୁ ସନ୍ଧ୍ୟା ସମୟରେ ବାହାରି ସାଙ୍ଗମାନଙ୍କ ସହିତ ବୁଲିବାକୁ ଯାଉଥିଲେ। ରାସ୍ତା ପାର ହେବା ସମୟରେ ଏକ ଅଜଣା…

ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ କେରଣ୍ଡି ଗ୍ରାମରେ ଏକ ଜମିହିଡ଼କୁ ନେଇ ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛ। ଦୁଇ ଭାଇଙ୍କୁ ଟାଙ୍ଗିଆରେ ମୁଣ୍ଡରେ ଚୋଟ ମରାଯିବା ଫଳରେ ଦୁଇ ଭାଇ ରକ୍ତାକ୍ତ ହୋଇ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।

ସ୍ତ୍ରୀର ଜୀବନ ନେଲା ସ୍ଵାମୀ

ନବରଙ୍ଗପୁର: ପାରିବାରିକ କଳହରୁ କରୁଣ ପରିଣତି। ସ୍ତ୍ରୀର ଜୀବନ ନେଲା ସ୍ଵାମୀ। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅନ୍ତର୍ଗତ ଉମରଗାଁ ଘଟିଛି ଏଭଳି ଅଭାବନୀୟ ଘଟଣା।

ଲକଡାଉନରେ ସକ୍ରିୟ ହୋଇପଡିଛନ୍ତି ଗଞ୍ଜେଇ ବେପାରୀ:୬୪ କେଜି ଗଞ୍ଜେଇ ଜବତ, ୨ ଗିରଫ

ନବରଙ୍ଗପୁର: ଲକଡାଉନରେ ସକ୍ରିୟ ହୋଇପଡିଛନ୍ତି ଗଞ୍ଜେଇ ବେପାରୀ । କେତେବେଳେ ପଣସ ବୋଝେଇ ଗାଡିରେ ତ ଆଉ କେତେବେଳେ କଖାରୁ ଓ ବାଇଗଡ ବୋଝେଇ ଗାଡିରେ ଗଞ୍ଜେଇ ଚାଲାଣ କରୁଛନ୍ତି । ପୋଲିସକୁ ଚକମା ଦେବା ପାଇଁ ବିଭିନ୍ନ ଉପାୟ

ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା

ନବରଙ୍ଗପୁର  : ସ୍ତ୍ରୀକୁ ହତ୍ୟା କରି ସ୍ବାମୀର ଆତ୍ମହତ୍ୟା। ମୃତକ ହେଲେ ସ୍ତ୍ରୀ ପାର୍ବତୀ ଜାନୀ ଓ ସ୍ବାମୀ ନୀଳଧର ଯାନୀ। ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା  ବାଙ୍କୁଲି ପଞ୍ଚାୟତ ଭଣ୍ଡିମାଲ ଗାଁର ଘଟଣା।

ନବରଙ୍ଗପୁର ଜିଲ୍ଲାରୁ ହଟିଲା ନାଇଟ କର୍ଫ୍ୟୁ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଦୈନିକ କରୋନା ସଂକ୍ରମଣ ହାର ପୂର୍ବ ଅପେକ୍ଷା କମିବାରେ ଲାଗିଛି । ଜିଲ୍ଲାରେ କରୋନା ମିଟର ତଳ ମୁହାଁ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନାଇଟ କର୍ଫ୍ୟୁ ହଟାଇ ଦିଆଯାଇଛି।

ଭାରସାମ୍ୟା ହରାଇ ଓଲଟିଲା ପିକ୍‌ଅପ୍‌ ଭ୍ୟାନ,୨୯ ଆହତ ହୋଇଥିବା ବେଳେ ୬ ଗୁରୁତର

ନବରଙ୍ଗପୁର –ନବରଙ୍ଗ ଜିଲ୍ଲା ପାପଡାହାଣ୍ଡିରେ ଏକ ପିକ୍‌ଅପ୍‌ ଭ୍ୟାନ ଭାରସାମ୍ୟା ହରାଇ ଓଲଟି ପଡିଛି । ଏଥିରେ ଯାତ୍ରା କରୁଥିବା ୨୯ ଜଣ ବ୍ୟକ୍ତି  ଆହତ  ହୋଇଥିବା ବେଳେ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ଯୁବତୀଙ୍କୁ ନିଶା ଦେଇ ଦୁଷ୍କର୍ମ, ଭାଇରାଲ୍ କଲା ଅଶ୍ଲୀଳ ଭିଡିଓ

ନବରଙ୍ଗପୁର: ଯୁବତୀଙ୍କୁ ଦୁଷ୍କର୍ମ କରି ଭିଡିଓ ଭାଇରାଲ । ଯୁବତୀଙ୍କୁ ପ୍ରଥମେ ଦୁଷ୍କର୍ମ ଓ ପରେ ତାଙ୍କର ଅଶ୍ଳୀଳ ଭିଡିଓ ଭାଇରାଲ୍‌ କରାଯାଇଥିବା ଅଭିଯୋଗ ହୋଇଛି ।

ନବରଙ୍ଗପୁର : ମଣ୍ଡି ପରିଚାଳନାରେ ବିଭ୍ରାଟ; ନିଳମ୍ବନ ସଂଖ୍ୟା ବଢ଼ୁଛି

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଧାନ ମଣ୍ଡିରେ ପରିଚାଳନା ବିଭ୍ରାଟ ନେଇ କର୍ମଚାରୀଙ୍କ ନିଳମ୍ବନ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ଚନ୍ଦାହାଣ୍ଡି ବ୍ଲକର ବିଭିନ୍ନ ମଣ୍ଡିରେ କାର୍ଯ୍ୟରତ ୨ ଜଣ କର୍ମଚାରୀ ନିଳମ୍ବନ ହୋଇଛନ୍ତି। ଚନ୍ଦାହାଣ୍ଡି ବ୍ଲକର ୪ ଗୋଟି ମଣ୍ଡି ଖୋଲାଯାଇଥିଲା।