Browsing Category

ନୂଆପଡ଼ା

ସାପ କାମୁଡ଼ାରେ ଦାଦନ ଶ୍ରମିକ ମୃତ

କୋମନା: ତେଲେଙ୍ଗାନାକୁ ଦାଦନ ଖଟି ଯାଇଥିବା ନୂଆପଡ଼ା ଜିଲ୍ଲା କୋମନା ଥାନା ଦେଓଦରା ପଞ୍ଚାୟତ କୁଞ୍ଜଲପଡ଼ା ଗାଁର କଦମ୍ବ ନାଗ (୩୮ବର୍ଷ)ଙ୍କ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି।

୫ ଝିଅଙ୍କୁ ଧରି ଟ୍ରେନ୍ ଆଗକୁ ଡେଇଁ ପଡିଲା ମାଆ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସୀମାନ୍ତ ପଡ଼ୋଶୀ ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲା ବେମଚା ଗାଁ ଇମଲିଭଟା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ମଦ୍ୟପ ସ୍ୱାମୀଙ୍କ ନିର୍ଯାତନ ସହିନପାରି ମା’ଙ୍କ ସହ ୫ ଜଣ ନାବାଳିକା ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଏଭଳି ଏକ ସ୍ପର୍ଶକାତର ଘଟଣା ପଡ଼ୋଶୀ…

ନୂଆପଡ଼ା:ଗୃହ ସଂଗରୋଧରେ ରହି ଚିକିତ୍ସିତ ହେଉଥିବା ଅବସ୍ଥାରେ ମୃତ୍ୟୁ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ବ୍ଲକରେ ଜଣେ ୮୨ ବର୍ଷର ବ୍ୟକ୍ତି ଗୃହ ସଂଗରୋଧରେ ରହି ଚିକିତ୍ସିତ ହେଉଥିବା ବେଳେ ସେ ଆଜି ସକାଳେ ମୃତ୍ୟୁବରଣ କରିଛନ୍ତି।

ଛତିଶଗଡ଼ରେ ବଢ଼ିବାରେ ଲାଗିଛି କରୋନା ସ୍ଥିତି

ନବରଙ୍ଗପୁର/ନୂଆପଡ଼ା : ରାଜ୍ୟର ସୀମାନ୍ତବର୍ତ୍ତୀ ଜିଲ୍ଲା‌େର ଛତିଶଗଡ଼ ପାଇଁ କରୋନା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି।

ଚିନ୍ତା ବଢାଇଲାଣି କରୋନା ଭାଇରସର ନୂଆ ରୂପ,ନୂଆପଡ଼ା ଷ୍ଟ୍ରେନ୍‌ର ଚାଲିଛି ସମୀକ୍ଷା, କେନ୍ଦ୍ରକୁ ଅଧିକ ଟିକା ଦେବା…

ଭୁବନେଶ୍ୱର: ଚିନ୍ତା ବଢାଇଲାଣି କରୋନା ଭାଇରସର ନୂଆ ରୂପ । ଯାହାକୁ ନେଇ ଆକ୍ସନରେ ଆସିଛି ପ୍ରଶାସନ । ନୂଆପଡ଼ାରେ କରୋନା ଷ୍ଟ୍ରେନ୍‌କୁ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ଗୁରୁତପୂର୍ଣ୍ଣ ସୂଚନା ।

ପୁଣି ନୂଆପଡ଼ା ଜିଲ୍ଲାରେ ୩୮ ଜଣ କରୋନା ଅକ୍ରାନ୍ତ ଚିହ୍ନଟ

ନୂଆପଡ଼ା: ପୁଣି ନୂଆପଡ଼ା ଜିଲ୍ଲାରେ ୩୮ ଜଣ କରୋନା ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ଖରିଆର ରୋଡ଼ରେ ସର୍ବାଧିକ ୧୪ ଜଣ, କୋମନାରେ ୧୦ ଜଣ, ନୂଆପଡ଼ା ମୁଖ୍ୟ ଡାକ୍ତରଖାନାରେ ୭ ଜଣ, ଖଡ଼ିଆଲରେ ୫ ଜଣ, ସିନାପାଲି ଓ ବୋଡ଼େନରେ ଜଣେ ଲେଖାଏଁ ଅଛନ୍ତି। ନୂଆପଡ଼ା କୋଭିଡ୍ ଡାକ୍ତର ଗୋପାଲ ଚନ୍ଦ୍ର…