Browsing Category

ନୟାଗଡ଼

ଜୀବନ ଯୁଦ୍ଧରେ ହାରିଗଲେ ଯୁବକ, ମିଳିପାରିଲାନି ଏକ୍‌ମୋ ଚିକିତ୍ସାର ସୁବିଧା

ନୟା‌ଗଡ଼ : ପାଖାପାଖି ଏକ ସପ୍ତାହ ହେବ କରୋନା ସହ ସଂଗ୍ରାମ କରି ନୟ‌ାଗଡ଼ ମ୍ୟୁନିସିପାଲିଟି ଅଞ୍ଚଳର ଯୁବକ ଅମୂଲ୍ୟ ପରିଡ଼ା(୩୩) ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି।

ବିପୁଳ ପରିମାଣର ଗଞ୍ଜେଇ ଜବତ ଜଣେ ଗିରଫ

ଶରଣକୁଳ: ଆଜି ଶରଣକୁଳ ପୁଲିସ ବିଶେଷ ସୂତ୍ରରୁ ଖବର ପାଇ, ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ପ୍ରକାଶ ଯେ, ଇଟାମାଟି ମଜୁରିଆପଲ୍ଲି ଗ୍ରାମର ଅଭିମନ୍ୟୁ ନାୟକ ଏକ ଅଟୋ (ଓଡି ୨୫ ଜେ ୧୩୩୪) ଯୋଗେ ନୂଆ ଜଗନ୍ନାଥ ସଡ଼କ ଦେଇ ଶରଣକୁଳ ଅଭିମୁଖେ ଆସୁଥିବା ବେଳେ ପୂର୍ବ ପ୍ରସ୍ତୁତି ଅନୁସାର…

ସୋମବାରଠାରୁ ନୟାଗଡରେ ୧୮ରୁ ୪୪ବର୍ଷ ବୟସ୍କଙ୍କ ଟିକାକରଣ ଆରମ୍ଭ

ନୟାଗଡ: ସୋମବାରଠାରୁ ନୟାଗଡ ମ୍ୟୁନିସିପାଲିଟିରେ ୧୮ରୁ ୪୪ ବର୍ଷର ଲୋକଙ୍କ ଟିକାକରଣ ଆରମ୍ଭ ହୋଇଛି । ପ୍ରଥମ ଦିନରେ ବ୍ରଜେନ୍ଦ୍ର ହାଇସ୍କୁଲଠାରେ ୨୦୦ଜଣ ପ୍ରଥମ ଡୋଜ୍ ଟିକା ନେଇଛନ୍ତି ।

ଧାର ଟଙ୍କା ମାଗିବାରୁ ଭୁଜାଲିରେ ଭୁଷି ହତ୍ୟା

ନୟାଗଡ : ମାତ୍ର ୧ ହଜାର ଟଙ୍କା ପାଇଁ ଚାଲିଗଲା ଜୀବନ। ନୟାଗଡ ଜିଲ୍ଲା ଇଟାମାଟି ଥାନା ଗଦାଧରପ୍ରସାଦରେ ଶୁକ୍ରବାର ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଏହି ହତ୍ୟାକାଣ୍ଡ ଘଟିଛି।

ଲଡୁବାବାଙ୍କ ପୀଠରେ ମହା ଶିବରାତ୍ରୀ

ନୟାଗଡ ଜିଲ୍ଲା ଶରଣକୂଳ ସ୍ଥିତ ଲଡୁବାବାଙ୍କ ପୀଠ ରାଜ୍ୟର ପ୍ରସିଦ୍ଧ ଶୈବପୀଠମାନଙ୍କ ମଧ୍ୟରେ ଅନ୍ୟତମ । ପ୍ରତିବର୍ଷ ଜାଗର ସମୟରେ ଏଠାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ ।

ଓଡ଼ଗାଁ ବ୍ଲକ କୋମଣ୍ଡ ଗ୍ରାମରେ ଜଗନ୍ନାଥ ମନ୍ଦିରରେ ଭୟାବହ ଅଗ୍ନିକାଣ୍ଡ

ଓଡ଼ଗାଁ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୋମଣ୍ଡ ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିରରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ଏଠାରେ ଏକ ବଡ଼ ଧରଣର ଅଘଟଣ ଘଟିଛି।

୨ ଯୁବକଙ୍କ ମୃତ୍ୟୁ, ଶ୍ୱଶୁର ଘରକୁ ଯାଉଥିବା ବେଳେ ବାଇକ୍‌ ଦୁର୍ଘଟଣାଗ୍ରସ୍ତ

କଣ୍ଟିଲୋ: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅନ୍ତର୍ଗତ କଣ୍ଟିଲୋ ନିକଟସ୍ଥ ୪୮ ନମ୍ବର ରାଜ୍ୟ ରାଜପଥର ରାଜକିଆରି ଛକ ପାଖରେ ଆଜି ଅପରାହ୍ନ ୩ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣ ବାଇକ ଆରୋହୀ ଯୁବକଙ୍କ ମୃତ୍ୟୁ ହୋଇଛି।