Browsing Category

ପୁରୀ

୧୬ ତାରିଖରୁ ଖୋଲିବ ଶ୍ରୀମନ୍ଦିର

ପୁରୀ, : ଭକ୍ତଙ୍କ ପାଇଁ ବଡ଼ ଘୋଷଣା, ୧୬ ତାରିଖରୁ ଖୋଲିବ ଶ୍ରୀମନ୍ଦିର । ଏନେଇ ଆଜି ପ୍ରଶାସନିକ ସ୍ତରରେ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜଣା ପଡ଼ିଛି । ପ୍ରଥମ ୫ ଦିନ ସେବାୟତଙ୍କ ପରିବାରକୁ ଦର୍ଶନ କରିବାକୁ ମିଳିବ ଅନୁମତି ।

ଅଠରନଳାରେ ବୋମା ମାଡ଼

ପୁରୀ :  ପୁରୀ ଅଠରନଳାରେ ଦୁର୍ବୁତ୍ତଙ୍କ ଆତଙ୍କ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଠରନଳାରେ ବୋମା ମାଡ଼ ହୋଇଛି ।

ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଆହୁରି ଅନେକ ପ୍ରଶ୍ନ

ଗଜପତି : ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁର ପୋଷ୍ଟମର୍ଟମ ରିପୋର୍ଟ ଆସିସାରିଲାଣି । ସୋମବାର ତାଙ୍କ ପରିବାରଲୋକଙ୍କୁ ପୋଷ୍ଟମର୍ଟମ ରିପୋର୍ଟ ହସ୍ତାନ୍ତର ମଧ୍ୟ କରାଯାଇଛି ।

ରଥଯାତ୍ରା ପରେ ପୁରୀ ବଡ଼ଦାଣ୍ଡରୁ ହଟିଲା କର୍ଫ୍ୟୁ କଟକଣା

ପୁରୀ: ରଥଯାତ୍ରା ପରେ ପୁରୀ ବଡ଼ଦାଣ୍ଡରୁ କର୍ଫ୍ୟୁ କଟକଣାକୁ ହଟାଯାଇଛି । କର୍ଫ୍ୟୁ ସହିତ ସମସ୍ତ ପ୍ରକାର କଟକଣାକୁ ହଟାଇଛି ପ୍ରଶାସନ । ଫଳରେ ଶ୍ରୀମନ୍ଦିର ସାମ୍ନାରେ ଶ୍ରଦ୍ଧାଳୁଙ୍କ ଗହଳିଚହଳି ଲାଗିରହିଛି । ପତିତପାବନଙ୍କୁ ଦର୍ଶନ କରି ଆଶିଷ ନେଉଛନ୍ତି ଭକ୍ତ ।

ପ୍ରଭୁ କଲେ ମାନଭଞ୍ଜନ, ଦ୍ବାର କିଳିଲେ ମା’ ଲକ୍ଷ୍ମୀ

ପୁରୀ : ଦୀର୍ଘ ୧୩ ଦିନର ଲୀଳାଖେଳା ସାରି ରତ୍ନବେଦିକୁ ବାହୁଡ଼ିଛନ୍ତି ମହାବାହୁ। ହେଲେ ରତ୍ନ ସିଂହାସନ ପହଞ୍ଚିବା ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ମା ଲକ୍ଷ୍ମୀ ଠାକୁରାଣୀଙ୍କ କୋପର ଶୀକାର ହେବାକୁ ପଡ଼ିଛି।

ସରିଲା ଘୋଷଯାତ୍ରା:ଆଜି ଚତୁର୍ଦ୍ଧାବିଗ୍ରହଙ୍କ ନୀଳାଦ୍ରି ବିଜେ

ପୁରୀ : ସରିଲା ଘୋଷଯାତ୍ରା। ୧୨ ଦିନର ଏହି ଲୀଳାଖେଳା ଶେଷ ପରେ ଆଜି (ଶୁକ୍ରବାର) ଚତୁର୍ଦ୍ଧାବିଗ୍ରହ ନୀଳାଦ୍ରି ବିଜେ କରିବେ। ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ପୁଣି ଗୋଟି ପହଣ୍ଡିରେ ରତ୍ନମଣ୍ଡପକୁ ବିଜେ କରିବେ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।