Browsing Category

ବଲାଙ୍ଗୀର

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା

ବଲାଙ୍ଗୀର : ACF ସୋମ୍ୟରଞ୍ଜନ ମୃତ୍ୟୁ ଘଟଣାକୁ ଇତିମଧ୍ୟରେ ୧୦ରୁ ଅଧିକ ଦିନ ବିତିଗଲାଣି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ସୌମ୍ୟଙ୍କର ମୃତ୍ୟୁ ହୋଇଛି ନା ହତ୍ୟା କରାଯାଇଛି, ତାହା ସ୍ପଷ୍ଟ ହୋଇପାରିନାହିଁ । ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ୍‌ ଘଟଣାରେ ଛାନ୍‌ଭିନ୍‌ ଜାରି ରଖିଛନ୍ତି ।

ଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗିର/ଟିଟିଲାଗଡ଼ : ଟିଟିଲାଗଡ ସହରରେ ଜଣେ ବିବାହିତ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ଅଭିଯୋଗ ହୋଇଛି । ମୃତ ମହିଳା ଜଣକ ହେଉଛନ୍ତି ଲିଜା ଡାକୁଆ। ସେ ଗତ ଚାରି ବର୍ଷ ହେଲା ଟିଟିଲାଗଡ ହାଟପଦା ପଡାର ଟାଙ୍ଗରପଡାରେ ଭଡା ରହୁଥିଲେ ।

ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ସହରରେ ଜଣେ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ।ମୃତ ମହିଳା ଜଣକ ହେଉଛନ୍ତି ଲିଜା ଡାକୁଆ । ସେ ଗତ ଚାରି ବର୍ଷ ହେଲା ଟିଟିଲାଗଡ ହାଟପଦା ପଡାର ଟାଙ୍ଗରପଡାରେ ଭଡାରେ ରହୁଥିଲେ ।

ଅଜଣା ଗାଡି ଧକ୍କାରେ ଅଟୋ ଡ୍ରାଇରଙ୍କର ମୃତ୍ୟୁ

ବଲାଙ୍ଗିର : ଅଜଣା ଗାଡି ଧକ୍କାରେ ଜଣେ ଅଟୋ ଡ୍ରାଇରଙ୍କର ମୃତ୍ୟୁ। ସ୍ଥାନୀୟ ବିଜାଖମନ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଅଟୋ ଡ୍ରାଇରଙ୍କର ମୃତ୍ୟୁ ହୋଇଛି । ଡ୍ରାଇରଙ୍କ ଜଣକ ଧୁମାମରାର ସିଦ୍ଧାନ୍ତ ନନ୍ଦ ବୋଲି(୩୦)ଜଣାପଡିଛି ।

ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ

ବଲାଙ୍ଗୀର : ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ମୃତକଙ୍କ ନାମ ନିତ୍ୟା ଭୋଇ ବୋଲି ଜଣାପଡିଛି । ବଲାଙ୍ଗୀର ଜିଲ୍ଲା ସଇଁତଳା ବରମାଳ ଗାଁରୁ ଠାବ ହୋଇଛି ମୃତଦେହ ।

ବଜ୍ରାଘାତରେ ଚାଲିଗଲା ଚାଷୀଙ୍କ ଜୀବନ

ବଲାଙ୍ଗୀର : ବଲାଙ୍ଗୀର ସଇଁତଳା ଅଞ୍ଚଳରେ ବଜ୍ରପାତ । ଚାଲିଗଲା ଜଣଙ୍କ ଜୀବନ । ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ୍ ବେଲଗାଁ ଅଞ୍ଚଳରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ପିପୃଟ ଗାଁର ୫୦ ବର୍ଷ ବୟସ୍କ ଧନୁ ରଣା ।

ଟ୍ରାକ୍ଟର ତଳେ ଚାପି ହୋଇ ଚାଲିଗଲା ଜଣଙ୍କର ଜୀବନ

କଣ୍ଟାବାଞ୍ଜି  : ଭାରସାମ୍ୟ ହରାଇ ଓଲଟିପଡ଼ିଲା ଟ୍ରାକ୍ଟର। ଏହି ଟ୍ରାକ୍ଟର ତଳେ ଚାପି ହୋଇ ଚାଲିଗଲା ଜଣଙ୍କର ଜୀବନ। ବଲାଙ୍ଗୀର ଜିଲ୍ଲା ଟିକ୍ରାପଡା ଫାଣ୍ଡି ଅନ୍ତର୍ଗତ ଗୁଦରା ମୁଣ୍ଡା ଗ୍ରାମରେ ଘଟିଛି ଏହିଭଳି ଏକ ଅଭାବନୀୟ ଘଟଣା।

ଜମି ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ

ବଲାଙ୍ଗିର: ଲୋଇସିଂହା ଥାନା ଅନ୍ତର୍ଗତ କୁଟୁରାପାଲିରେ ଜମି ବିବାଦକୁ କେନ୍ଦ୍ର କରି ରବିବାର ସକାଳେ ଏହି ହତ୍ୟାକାଣ୍ଡ ଘଟିଛି । ଏଥିରେ ଜଣକ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ କୁଟୁରାପାଲି ଗାଁର ପ୍ରସନ୍ନ ବାଗ୍ ବୋଲି ଜଣାପଡିଛି ।