Browsing Category

ଭଦ୍ରକ

ଧାରୁଆ ମାରଣାସ୍ତ୍ରରେ ମହିଳାଙ୍କୁ ହତ୍ୟା

ଭଦ୍ରକ: ଧାରୁଆ ମାରଣାସ୍ତ୍ରରେ ମହିଳାଙ୍କୁ ହତ୍ୟା କରାଯାଇଛି । କୁରାଢ଼ୀ ସାହାଯ୍ୟରେ ଅତି ନୃଶଂସ ଭାବେ ମହିଳାଙ୍କ ମୁଣ୍ଡକୁ ଛେଚି ହତ୍ୟା କରାଯାଇଛି । ମୃତ ମହିଳା ଜଣଙ୍କ ହେଲେ ଛବିଲତା ସାହୁ। ପରକିୟା ପ୍ରୀତି ସନ୍ଦେହରେ ସ୍ୱାମୀ ଏଭଳି ଅମାନୁଷିକ ଭାବେ ସ୍ତ୍ରୀକୁ ମାରିଥିବା ସନ୍ଦେହ…

ଧାରୁଆ ମାରଣାସ୍ତ୍ରରେ ମହିଳାଙ୍କୁ ପିଟି ପିଟି ହତ୍ୟା

ଭଦ୍ରକ   : ଧାରୁଆ ମାରଣାସ୍ତ୍ରରେ ମହିଳାଙ୍କୁ ପିଟି ପିଟି ହତ୍ୟା । କୁରାଢ଼ୀରେ ଅତି ନୃଶଂସ ଭାବେ ମହିଳାଙ୍କ ମୁଣ୍ଡକୁ ଛେଚି ହତ୍ୟା ।  ମୃତ ମହିଳା ଜଣଙ୍କ ହେଲେ ଛବିଲତା ସାହୁ । ପରକିୟା ପ୍ରୀତି ସନ୍ଦେହରେ ସ୍ୱାମୀ ଏଭଳି ଅମାନୁଷିକ ଭାବେ ସ୍ତ୍ରୀକୁ ମାରିଥିବା ସନ୍ଦେହ କରାଯାଉଛି ।ପୋଲିସ…

ବାପା ଓ ଝିଅକୁ ଭୁଜାଲିରେ ଆକ୍ରମଣ

ଭଦ୍ରକ : ବିଚ୍ ରାସ୍ତାରେ ବାପା ଓ ଝିଅଙ୍କୁ ଭୁଜାଲିରେ ଆକ୍ରମଣ । ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଏଲଖା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘଟଣାର ୩ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ ।

ଜମିବାଡି ବିବାଦକୁ କେନ୍ଦ୍ର କରି ସଂଘର୍ଷ

ଭଦ୍ରକ : ଜମିବାଡି ବିବାଦକୁ କେନ୍ଦ୍ର କରି ସଂଘର୍ଷ । ଦୁଇ ଜଣ ଗୁରୁତର ଓ ଦୁଇ ଜଣ ଆହତ । ସାବରଙ୍ଗ ଥାନା ଅଧୀନ ଚାପୁଣ୍ଡିଆରେ ଦୁଇ ପରିବାର ମଧ୍ୟରେ ଦୀର୍ଘ ଦିନ ହେବ ଜମିବାଡି ବିବାଦ ଲାଗି ରହିଥିଲା । ଏ ନେଇ ଥାନାଠାରୁ କୋର୍ଟ ପର୍ଯ୍ୟନ୍ତ ମାମଲା ଲାଗି ରହିଥିଲା । କୋର୍ଟରେ ମାମଲା ଚାଲୁଥିବା…

ପାଟ୍ରୋଲିଂ ବେଳେ ଏକ ମଦ ବୋଝେଇ ବୋଲେରୋ ଜବତ,ଜଣେ ଗିରଫ

ଭଦ୍ରକ : ଏକ ବୋଲେରୋରୁ ୮ ଶହ ଲିଟର ଦେଶୀ ମଦ ଜବତ। ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଟେରା ଛକ ନିକଟରୁ ପାଟ୍ରୋଲିଂ ବେଳେ ଏକ ମଦ ବୋଝେଇ ବୋଲେରୋ ଜବତ କରିଛି ଅବକାରୀ ବିଭାଗ।

୧୫ଲକ୍ଷ ଟଙ୍କାର ଚୋରି ସାମଗ୍ରୀ ଜବତ, ତିନି ଗିରଫ

ଭଦ୍ରକ : ଚାରିଆଡ଼େ କରୋନା ସଂକ୍ରମଣ ପାଇଁ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍ ହୋଇଛି । କିନ୍ତୁ ଲୁଟେରାମାନେ ଏହାର ସୁଯୋଗ ନେଇ କରିଚାଲିଛନ୍ତି ଲୁଟ୍‌ । ଗ୍ରାମାଞ୍ଚଳରେ ମଦ ଗଞ୍ଜେଇ ଓ ବ୍ରାଉନ୍‌ସୁଗାର କାରବାର ସାଙ୍ଗକୁ ପ୍ରତିଦିନ ଚୋରି ଘଟଣା ବଢିବାରେ ଲାଗିଛି ।

ଭଦ୍ରକ ଜିଲ୍ଲାରେ ଦନ୍ତା ହାତୀ ଆତଙ୍କ

ଭଦ୍ରକ/ବନ୍ତ/ଗଣିଜାଙ୍ଗ: ଭଦ୍ରକ ଜିଲ୍ଲାରେ ଏବେ ଦନ୍ତା ହାତୀ ଆତଙ୍କ ଖେଳାଇଦେଇଛି। ଜଙ୍ଗଲରୁ ଆସି ହାତୀ ଏବେ ଜନ ବସତିରେ ବୁଲୁଛି।  ଦନ୍ତାର ଆତଙ୍କରେ ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ  ଅନ୍ତର୍ଗତ ଆଗରପଡା ଓ  ଗଣିଜାଙ୍ଗ ଅଞ୍ଚଳରେ  ଘରେ ଘରେ ତାଟି କବାଟ ପଡିଛି। ଗାଁ ଦାଣ୍ଡରେ ବୁଲୁଛି ଦନ୍ତା।