Browsing Category

ମୟୂରଭଞ୍ଜ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା;ମାମୁଁ ମୃତ, ଭଣଜା ଗୁରୁତର

ବେତନଟୀ: ୧୮ ନମ୍ବର ଜାତୀୟ ରାଜପଥ ବୁଢ଼ୀଖମାରି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମାମୁ ମୃତ। ଭଣଜା ଗୁରୁତର। ରଜ ପାଳନ ପାଇଁ ଯାଉଥିବା ବେଳେ ଧକା ଦେଲା ଟ୍ରକ।

ଗଛରେ ଝୁଲନ୍ତା ଅବସ୍ଥାରେ ଦୁଇ ମୃତଦେହ ଉଦ୍ଧାର

ବାରିପଦା: ଗଛରେ ଝୁଲନ୍ତା ଅବସ୍ଥାରେ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର ହୋଇଛି। ଗୋଟିଏ ଦଉଡ଼ିରେ ଏପଟ ସେପଟରେ ଝୁଲୁଛନ୍ତି ଦୁଇଜଣ । ମୟୁରଭଞ୍ଜ ଜିଲ୍ଲା ରସଗୋବିନ୍ଦପୁର ଥାନା ଧାନଷୋଳ ଅଞ୍ଚଳର ଘଟଣା।

ଟ୍ରକ୍ ଧକ୍କାରେ ୩ ଜଣଙ୍କ ମୃତ୍ୟୁ

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ତିରିଙ୍ଗ ଥାନା ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଧକ୍କାରେ ୩ଜଣଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ପରେ ସ୍ଥାନିୟ ଲୋକେ ଜାତୀୟ ରାଜପଥ ଅବରୋଧ କରିଛନ୍ତି।