Browsing Category

ଯାଜପୁର

ଘର ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର : କୋରାଇ ଥାନା ଜୁଗଳ ଗାଁରେ ଦମ୍ପତିଙ୍କ ଆତ୍ମହତ୍ୟା। ଘର ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର । ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ । ସ୍ବାମୀଙ୍କ ନାମ ଶାନ୍ତନୁ ଜେନା ହୋଇଥିବା ବେଳେ ସ୍ତ୍ରୀଙ୍କ ନାମ ସବିତା ଜେନା ବୋଲି ଜଣାପଡିଛି।

ପାରିବାରିକ କଳହ ନେଇ ଗଲା ଜୀବନ

ଯାଜପୁର: ପାରିବାରିକ କଳହ ନେଇ ଗଲା ଜୀବନଙ୍କ ଜୀବନ। ଶେଷ ନିଶ୍ବାସ ଚାଲିଥିବାବେଳେ ପରିବାର ଲୋକଙ୍କ କାନ୍ଧ ବୋବାଳି ଭିତରେ ବିଳମ୍ବ ଯୋଗୁ ସଠିକ ସମୟରେ ଘର ପାଖରେ ଚିକିତ୍ସାଳୟ ଥାଇ ମଧ୍ୟ ପହଞ୍ଚିପାରିଲେ ନାହିଁ। ଶେଷରେ ଜୀବନ ହାରିଲା ଜୀବନ।

ସ୍ତ୍ରୀକୁ ଶିଳପୁଆ ଛେଚି ମାରିଲା ସ୍ଵାମୀ

ଯାଜପୁର : ଘରୋଇ କଳିରୁ ହତ୍ୟାକାଣ୍ଡ। ସ୍ଵାମୀର ଶିଳପୁଆ ମାଡ଼ରେ ସ୍ତ୍ରୀ ମୃତ। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ଶୁଶୁଆ ପଞ୍ଚାୟତ ଇଶ୍ୱରପୁର ଗାଁରେ ଘଟିଛି ଏଭଳି ନୃଶଂସ ହତ୍ୟାକାଣ୍ଡ। ମୃତକ ଜଣଙ୍କ ହେଲେ ବୀଣାପାଣି ଦାସ। ଘଟଣାସ୍ଥଳରେ ପୋଲିସର ତଦନ୍ତ ଆରମ୍ଭ।

ସ୍ୱାମୀର ଶିଳପୁଆ ମାଡ଼ରେ ସ୍ତ୍ରୀର ମୃତ୍ୟୁ

ଯାଜପୁର : ଘରୋଇ କଳିରୁ ହତ୍ୟାକାଣ୍ଡ। ସ୍ଵାମୀର ଶିଳପୁଆ ମାଡ଼ରେ ସ୍ତ୍ରୀ ମୃତ। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ଶୁଶୁଆ ପଞ୍ଚାୟତ ଇଶ୍ୱରପୁର ଗାଁରେ ଘଟିଛି ଏଭଳି ନୃଶଂସ ହତ୍ୟାକାଣ୍ଡ।

ଭଡା ଘରୁ ମିଳିଲା ମୃତଦେହ

ଯାଜପୁର,: ଯାଜପୁର ଜିଲ୍ଲା ମଙ୍ଗଳପୁର ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ଏକ ଭଡା ଘରୁ ମିଳିଲା ମୃତଦେହ । ମଙ୍ଗଳପୁର ବଜାରରେ ଷ୍ଟେସନାରୀ ବ୍ୟବସାୟୀ  ଅଟଳଙ୍କ ମୃତଦେହକୁ ଠାବ କରାଯାଇଛି ।

ସ୍ତ୍ରୀକୁ ହାତୁଡିରେ ପିଟି ହତ୍ୟା କଲା ସ୍ବାମୀ

ଯାଜପୁର : ସ୍ତ୍ରୀକୁ ହାତୁଡିରେ ପିଟି ପିଟି ହତ୍ୟା କଲା ନୃଶଂସ ସ୍ବାମୀ। କୋରାଇ ଥାନା ରଣପୁର ଗାଁରେ ଘଟିଛି ଏହିଭଳି ଅଭାବନୀୟ ଘଟଣା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

ପୁଅକୁ ବଞ୍ଚାଇବାକୁ ଯାଇ ସାପ ଚୋଟରେ ଆଖି ବୁଝିଲା ମା’

ଯାଜପୁର : କୁହାଯାଏ ମାଆ ଆଦିଶକ୍ତି । ସେ ସର୍ବଂସ୍ୱାହା । ନିଜର ପିଲା ପାଇଁ ମାଆ ସବୁକଛି ହରାଇବାକୁ ପ୍ରସ୍ତୁତ ଥାଏ । ଏମିତି ଜଣେ ମାଆ ନିଜ ପୁଅକୁ ବିପଦରୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲାଗାଇ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଯାଜପୁର…