Browsing Category

ସୁନ୍ଦରଗଡ଼

୧୫ ଗ୍ରାମର ବ୍ରାଉନସୁଗାର ଜବତ ୫ ଗିରଫ

ସୁନ୍ଦରଗଡ଼ : ବେଧଡ଼କ ଚାଲିଥିଲା ବ୍ରାଉନସୁଗାର ବେପାର । ପର୍ଦ୍ଦାଫାଶ କଲା ପୋଲିସ । ଚଢାଉ କରି ୧୫ ଗ୍ରାମର ବ୍ରାଉନସୁଗାର ଜବତ ସହ ୫ଜଣଙ୍କୁ ଗିରଫ କରିଛି ସୁନ୍ଦରଗଡ଼ ପୋଲିସ ।

ଦୁଇ ବାଇକ୍ ମୁହାମୁହିଁ, ଜଣଙ୍କର ମୃତ୍ୟୁ

ସୁନ୍ଦରଗଡ଼ : ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ଛଟେନପାଲି ବ୍ରିଜ ନିକଟରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣଙ୍କ ଲେଫ୍ରିପଡ଼ା ଗ୍ରାମର ଝସକେତନ ପଟ୍ଟା । ଜଣେ ଗୁରୁତର ରିନା ହୋତା…

ବନ୍ଧୁକ ଦେଖାଇ ଲୁଟି ନେଲେ ସୁନା ଅଳଙ୍କାର ଓ ୬ ଲକ୍ଷ ଟଙ୍କା

ରାଉରକେଲା: ଗତକାଲି ରାତିରେ ନୂଆଗାଁ ବ୍ଲକ ଖୁଣ୍ଟୁଗାଁର ଜଣେ ବ୍ୟବସାୟୀଙ୍କ ଘରୁ ଡକାୟତି ହୋଇଛି l ଆଠ ଜଣ ଅଜଣା ଯୁବକ ବନ୍ଧୁକ, ଭୂଜାଲି ଦେଖାଇ ପାଖାପାଖି ୬ ଲକ୍ଷ ଟଙ୍କା, ସୁନା ଗହଣା ଓ ତିନିରୁ ଅଧିକ ମୋବାଇଲ ଲୁଟି ନେଇଛନ୍ତି l ସୂଚନା ମୁତାବକ ଖୁଣ୍ଟୁଗାଁରେ ବ୍ୟବସାୟୀ ମନୋଜ ସାହୁ ପରିବାର…

ବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ସୁନ୍ଦରଗଡ : ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ବଡ଼ଗାଁମାଲ୍ ସ୍କୁଲ ପଛପଟେ ଥିବା ଏକ ବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ହତ୍ୟା କରି କେହି ଏଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।

ପାରିବାରିକ ଅଶାନ୍ତିରୁ ହତ୍ୟା, ବଡ ଭାଇକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ସାନ ଭାଇ,

ରାଉରକେଲା : ବଡ ଭାଇକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ସାନ ଭାଇ । ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ବନ୍ଦଲ ଗାଁରେ ଘଟିଛି ଏଭଳି ହତ୍ୟାକାଣ୍ଡ ଘଟିଛି ।  

ବୃଦ୍ଧାଙ୍କୁ ଆକ୍ରମଣ କଲା ବଣୁଆ ହାତୀ

ରାଉରକେଲା : ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର। ଶୌଚ ହେବାକୁ ଯାଇଥିବା ବେଳେ ବୃଦ୍ଧାଙ୍କୁ ଆକ୍ରମଣ କଲା ବଣୁଆ ହାତୀ। ସୁନ୍ଦରଗଡ଼ ଜିଲ୍ଲା ହାତିବାରୀ, ପାହାଡ଼ଟୋଲି ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଵିଜୁ ଏକ୍ସପ୍ରେସ କଡ଼ ଷଡ଼ଙ୍ଗୀ ପେଟ୍ରୋଲ ପମ୍ପରୁ ଅଜଣା ଯୁବକଙ୍କ ମୃତଦେହ ପଡିଛି। ଖଵର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ ଟିମ୍ ଆସିଲେ ମୃତଦେହକୁ ଉଠାଇ ବ୍ୟଵଚ୍ଛେଦ ପାଇଁ ପଠାଯିବ ଵୋଲି ପୁଲିସ କହିଛି।

କୋଭିଡ୍‌ ଟିକା ନେଇ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ

ରାଉରକେଲା: କୋଭିଡ୍‌ ଟିକା ନେବା ପରେ ରାଉରକେଲାରେ ଜଣେ ୩୨ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ମହିଳା ହେଲେ ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ମାଗୁଣି ବସ୍ତିର କବିତା ଦନ୍ତାଳୀ।

ଦନ୍ତା ଆକ୍ରମଣରେ ବ୍ୟକ୍ତି ମୃତ

ଲେଫ୍ରିପଡା: ଉଜ୍ବଳପୁର ବନାଞ୍ଚଳ ଅନ୍ତର୍ଗତ ମେଘଡଗା ମାଞ୍ଜେନମାଏଟ୍ ଗ୍ରାମରେ ଗୁରୁବାର ରାତି ପ୍ରାୟ ସାଢେ ଦଶଟା ବେଳେ ଏକ ଦନ୍ତା ଜଣେ ବ୍ୟକ୍ତିଙ୍କୁ ଖଟରୁ ଭିଡି ନେଇ ଦଳି ଦେବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଛି।

ଲକ୍‌ଡାଉନ୍‌ରେ ମାତିଛନ୍ତି ସାଇବର ଠକ

ରାଉରକେଲା : ‘ରାଉରକେଲାରୁ ସୁସ୍ମିତା ଖାଲ୍‌କୋଙ୍କ ବାପା କହୁଛନ୍ତି କି? ମୁଁ କଟକ ବୋର୍ଡ ଅଫିସ୍‌ରୁ କହୁଛି। ଆସନ୍ତା ଜୁନ୍‌ ଶେଷ ସପ୍ତାହରେ ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଉଛି। ଜୋରସୋର୍‌ରେ ପ୍ରସ୍ତୁତି ଚାଲିଛି