Browsing Category

ରାଜନୀତି

ଡାକ୍ତରଙ୍କୁ ଭାରତ ରତ୍ନ ପୁରସ୍କାର ପ୍ରଦାନ କରିବା ପାଇଁ ମୋଦିଙ୍କୁ ଚିଠି ଲେଖିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଚଳିତ ବର୍ଷ ଭାରତ ରତ୍ନ ପୁରସ୍କାର ଡାକ୍ତରଙ୍କୁ ପ୍ରଦାନ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ପରାମର୍ଶ ଦେଇଛନ୍ତି । ମହାମାରୀ ମୁକାବିଲା କ୍ଷେତ୍ରରେ ଡାକ୍ତରଙ୍କ ଅବଦାନ ପ୍ରଶଂସନୀୟ ।

ଏକାଦଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂ ଧାମି

ଡେରାଡୁନ୍‌: ଉତ୍ତରାଖଣ୍ଡର ମଙ୍ଗ ଧରିଲେ ବିଜେପି ନେତା ତଥା ପୁଷ୍କର ସିଂ ଧାମି । ଖତିମା ବିଧାନସଭା ଆସନରୁ ଦ୍ୱିତୀୟ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପୁଷ୍କର ଆଜି ଉତ୍ତରାଖଣ୍ଡର ଏକାଦଶ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ।

ଆଜି ଶପଥ ନେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

ଡେରାଡୁନ୍‌ : ପୁଷ୍କର ସିଂହ ଧାମୀ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ। ଡେରାଡୁନ୍‌ ସ୍ଥିତ ବିଜେପି ମୁଖ୍ୟାଳୟରେ ଶନିବାର ହୋଇଥିବା ବିଧାୟକ ଦଳ ବୈଠକରେ ପୁଷ୍କରଙ୍କୁ ନେତା ନିର୍ବାଚିତ କରାଯାଇଛି।

ତୀରଥ୍ ସିଂହ ରାଓ୍ବତଙ୍କ ଇସ୍ତଫା ପରେ ବଢିଲା ଦିଦିଙ୍କ ଟେନସନ୍‌

ନୂଆଦିଲ୍ଲୀ  : ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ତୀରଥ୍ ସିଂହ ରାଓ୍ବତ । ସରକାର ଗଠନ ହେବାର ମାତ୍ର ୪ ମାସ ମଧ୍ୟ​‌ରେ ହିଁ ଶୁକ୍ରବାର ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବର୍ତ୍ତମାନ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଛି ।

କୋଲକତା ହାଇକୋର୍ଟରେ ପଶ୍ଚିମବଙ୍ଗର ମମତା ସରକାରଙ୍କୁ ବଡ ଝଟ୍‌କା

କୋଲକାତା : କୋଲକତା ହାଇକୋର୍ଟ ପଶ୍ଚିମବଙ୍ଗର ମମତା ସରକାରଙ୍କୁ ଏକ ବଡ ଝଟ୍‌କା ଦେଇଛନ୍ତି। ହାଇକୋର୍ଟ ରାଜ୍ୟ ସରକାରଙ୍କ ପୁନର୍ବିଚାର ଆବେଦନକୁ ଖାରଜ କରିଛନ୍ତି ।

ଲାକ୍ଷାଦ୍ୱୀପରେ ବିଜେପି ପାଇଁ ବଢୁଛି ଅଡୁଆ:ଏକାଥରେ ୧୫ ନେତା ଦେଲେ ଇସ୍ତଫା

ନୂଆଦିଲ୍ଲୀ:  ବିଜେପି ପାଇଁ ବଢୁଛି ଅଡୁଆ । ଫିଲ୍ମ ନିର୍ମାତା ଆୟଶା ସୁଲତାନାଙ୍କ ବିରୋଧରେ ରାଜଦ୍ରୋହ କେସ୍ ରୁଜୁ ହେବା ପରେ ବିଜେପିର ଅନେକ ନେତାଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।

ପଶ୍ଚିମବଙ୍ଗରେ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ୍‌

କୋଲକାତା : କରୋନା କାଳରେ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟକୂ ଦୃଷ୍ଟିରେ ରଖି ବିଭିନ୍ନ ପରୀକ୍ଷା ବାତିଲ କରୁଛନ୍ତି ସରକାର। ବହୁ ବିଚାର ବିମର୍ଶ ପରେ ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ ହୋଇଥିଲା।

କରୋନାରେ ୟୁପି ସରକାରଙ୍କ ମନ୍ତ୍ରୀ ବିଜୟ କାଶ୍ୟପଙ୍କ ପରଲୋକ

ଉତ୍ତରପ୍ରଦେଶ  : ୟୁପି ସରକାରଙ୍କ ମନ୍ତ୍ରୀ ବିଜୟ କାଶ୍ୟପଙ୍କ ୫୨ ବର୍ଷରେ କରୋନାରେ ପରଲୋକ । ମୁଜାଫରନଗର ଚରଥାଭାଲ ବିଧାନସଭା ଆସନରୁ ବିଜେପି ବିଧାୟକ ଥିଲେ ବିଜୟ କାଶ୍ୟପ ।

ପିପିଲି ଉପନିର୍ବାଚନ,ଆଜି ନାମାଙ୍କନ ଦାଖଲ କରିବେ କଂଗ୍ରେସ ପ୍ରାର୍ଥୀ

ପିପିଲି :  ପିପିଲି ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର । ପୂର୍ବାହ୍ନ ୧୦ଟାରେ ମଙ୍ଗଳପୁରସ୍ଥିତ ବ୍ଲକ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ପୁରୀ ଅଭିମୁଖେ ଯିବେ ବିଶ୍ବକେଶନ । ସମର୍ଥକଙ୍କ ସହ ଯାଇ ପୁରୀ ଏଡିଏମ୍‌ଙ୍କ…

୧୬ ରେ ପିପିଲିରେ ଉପନିର୍ବାଚନ ପାଇଁ ଭୋଟଗ୍ରହଣ,୧୯ରେ ଗଣତି

ଭୁବନେଶ୍ବର : ଭାରତର ନିର୍ବାଚନ କମିସନ ଆଜି ପିପିଲି ଉପନିର୍ବାଚନ ତାରିଖ ପୁଣି ଥରେ ପରିବର୍ତ୍ତନ କରିଛନ୍ତି। ମେ’ ୧୩ ନୁହେଁ, ବରଂ ମେ’ ୧୬ ତାରିଖରେ ପିପିଲିରେ ଉପନିର୍ବାଚନ ପାଇଁ ଭୋଟଗ୍ରହଣ ହେବ। ମେ’୧୯ ତାରିଖରେ ଭୋଟଗଣତି ଏବଂ ମେ’୨୧ ତାରିଖ ସୁଦ୍ଧା ସମସ୍ତ ନିର୍ବାଚନ ପ୍ରକ୍ରିୟା ଶେଷ…