Browsing Category

ଖେଳ

ଟୋକିଓ ଅଲିମ୍ପିକ୍ସରେ ଭାରତର ଅଭିଯାନ ଆରମ୍ଭ

ଜାପାନ : ଟୋକିଓ ଅଲିମ୍ପିକ୍ସରେ ଭାରତର ଅଭିଯାନ ଆରମ୍ଭ । ପ୍ରଥମ ପଦକ ଭାବେ ରୌପ୍ୟ ପଦକ ହାସଲ କରିଛନ୍ତି ମାରା ବାଈ ଚାନୁ । ଭାରତ୍ତୋଳକରେ ପ୍ରଥମ ପଦକ ହାସଲ କରିଛି ଭାରତ । ୪୯ କେଜି ଭାରତ୍ତୋଳକରେ ସେ ଏହି ପଦକ ହାସଲ କରିଛନ୍ତି । ଆଉ ପଦକ ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ…

କୋପା ଆମେରିକା:୨୨ ବର୍ଷ ପରେ ଚାମ୍ପିଅନ ହେଲା ଆର୍ଜେଣ୍ଟିନା

ନୂଆଦିଲ୍ଲୀ: ଆର୍ଜେଣ୍ଟିନା ଚଳିତ ବର୍ଷର କୋପା ଆମେରିକା ଚାମ୍ପିୟନ ହୋଇଛି । ଫାଇନାଲ ମ୍ୟାଚରେ ବ୍ରାଜିଲକୁ ୧-୦ ଗୋଲରେ ହରାଇ ଆର୍ଜେଣ୍ଟିନା କୋପା ଆମେରିକା ମୁକୁଟ ପିନ୍ଧିଛି । ଦୀର୍ଘ ୨୮ ବର୍ଷ ପରେ ଆର୍ଜେଣ୍ଟିନା କୋପା ଆମେରିକା ଚାମ୍ପିୟନ ହୋଇଛି । ଆର୍ଜେଣ୍ଟିନାର ମହାନ୍ ଫୁଟବଲ ଖେଳାଳି…

ବୟସ ୩୮ ବର୍ଷ, ଏବେବି ମଇଦାନରେ କରୁଛନ୍ତି କମାଲ

ନୂଆଦିଲ୍ଲୀ: ବୟସ ୩୮ ବର୍ଷ। ଏବେବି ମଇଦାନରେ କରୁଛନ୍ତି କମାଲ। ସ୍ବିଙ୍ଗ୍‌ ବଲରେ ବିପକ୍ଷ ଦଳର ବ୍ୟାଟସମ୍ୟାନଙ୍କୁ ଘାଇଲା କରୁଥିବା ଜେମ୍ସ ଆଣ୍ଡରସନ୍‌ ରଚିଛନ୍ତି ଇତିହାସ। ଇଂଲଣ୍ଡର ଏହି ଦ୍ରୁତ ବୋଲର ସୋମବାର ଦିନ କରିଛନ୍ତି ବଡ଼ କାରନାମା। ଫାଷ୍ଟ କ୍ଲାସ୍‌ କ୍ରିକେଟରେ ୧୦୦୦ ଓ୍ବିକେଟ…

ଟି-୨୦ ବିଶ୍ବକପ୍‌ରୁ ବାଦ ପଡ଼ିପାରନ୍ତି ଶିଖର

ନୂଆଦିଲ୍ଲୀ: ଜୁଲାଇ ୧୩ ତାରିଖରୁ ଭାରତ-ଶ୍ରୀଲଙ୍କା ମଧ୍ୟରେ ଆରମ୍ଭ ହେବ ସୀମିତ ଓଭର ସିରିଜ। ଏଥିପାଇଁ ଶିଖର ଧାଓ୍ବନଙ୍କ ନେତୃତ୍ବ ଭାରତୀୟ ଟିମ୍‌ କଲମ୍ବୋରେ କରୁଛି ଜୋରଦାର ଅଭ୍ୟାସ। ଏସବୁ ମଧ୍ୟରେ ଟିମ୍‌ ଇଣ୍ଡିଆର ପୂର୍ବତନ ଷ୍ଟାର ବ୍ୟାଟସମ୍ୟାନ୍‌ ଭିଭିଏସ୍‌ ଲକ୍ଷ୍ମଣ ଶିଖର ଧାଓ୍ବନଙ୍କୁ…

ଆଇପିଏଲ, ମୁହାଁମୁହିଁ ହେବେ କୋହଲି ଓ ମୋର୍ଗାନ

ଚେନ୍ନାଇ : ରବିବାର ଆଇପିଏଲ୍‌ରେ ଖେଳାଯିବ ୨ଟି ମ୍ୟାଚ୍‌ । ପ୍ରଥମ ମ୍ୟାଚ୍‌ରେ(ଦଶମ ଲିଗ୍‌ ମୁକାବିଲା) ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ ମୁହାଁମୁହିଁ ହେବେ। ଅପରାହ୍ଣ ୩.୩୦ ମିନିଟ୍‌ରେ ଏହି ମ୍ୟାଚ୍‌ ଆରମ୍ଭ ହେବ ।

ଆଇପିଏଲ-୨୦୨୧ : ମୁହାଁମୁହିଁ ହେବେ ଧୋନୀ ଓ ରାହୁଲ

ମୁମ୍ବାଇ : ଚଳିତ ଆଇପିଏଲ୍‌ର ଅଷ୍ଟମ ଲିଗ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗ୍‌ସ ଓ ପଞ୍ଜାବ କିଙ୍ଗ୍‌ସ । ଏହି ମ୍ୟାଚ୍‌କୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ଦ୍ୱିଗୁଣିତ ହୋଇଯାଇଛି ।

ଅଲିମ୍ପିକ୍ସର ୧୦୦ ଦିନିଆ ଅବଗଣନା ଆରମ୍ଭ

ଟୋକିଓ: ଆଠବର୍ଷ ତଳେ ଜାପାନ ରାଜଧାନୀ ଟୋକିଓ ଯେତେବେଳେ ଅଲିମ୍ପିକ୍ସ-୨୦୨୦ର ଆୟୋଜନ ଅଧିକାର ପାଇଲା, ସେତେବେଳେ ଆୟୋଜକ ଦୌଡ଼ରେ ଥିବା ଅନ୍ୟ ସମସ୍ତ ସହରଠାରୁ ଏହାକୁ ଅଧିକ ସୁରକ୍ଷିତ ଓ ଭରସାଯୋଗ୍ୟ ସ୍ଥାନ ଭାବେ ବିବେଚନା କରାଯାଉଥିଲା।

ଆଇପିଏଲ୍‌- ୧୪ : ଆଜି ମୁହାଁମୁହିଁ ହେବେ ଧୋନୀ ଓ ପନ୍ତ

ଆଇପିଏଲ୍‌- ୧୪ର ଦ୍ୱିତୀୟ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ଏହି ମ୍ୟାଚ୍‌ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମରେ ଖେଳାଯିବ ।

IPL ୧୪ ସଂସ୍କରଣ ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ବୀରାଟ ବାହିନୀ-ରୋହିତ୍ ଏଣ୍ଡ କୋ

ଚେନ୍ନାଇ  : ଆଜିଠୁ ଜମିବ କ୍ରିକେଟ୍ ମହାକୁମ୍ଭ । ପିଚରେ ଜମିବ ଛକା ଚଉକାର ବର୍ଷା । କ୍ରିକେଟ୍ ମୈଦାନରେ ମ୍ୟାଚର ମଜ୍ଜା ନେବେ ଦର୍ଶକ । ଟି-୨୦ କ୍ରିକେଟ୍‌କୁ ନୂଆମୋଡ଼ ଦେଇଥିବା ଆଇପିଏଲ୍‌ର ଚତୁର୍ଦ୍ଦଶ ସଂସ୍କରଣ ଆଜିଠୁ ଆରମ୍ଭ ହେବାକୁ ଯାଉଛି । ଏଥର କିନ୍ତୁ ବିଦେଶ ନୁହେଁ, ଘରୋଇ ମାଟିରେ…

ବାଙ୍ଗାଲୋର ଟିମ୍‌କୁ ଲାଗିଛି ଜୋରଦାର ଝଟ୍‌କା, ଷ୍ଟାର୍‌ ଖେଳାଳି ଡାନିଏଲ୍‌ ସାମ୍ସ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଆଉ ଦିନ କେଇଟା ପରେ ଆରମ୍ଭ ହେବ ଆଇପିଏଲ୍‌ର ୧୪ତମ ସିଜିନ୍‌ । ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ବାଙ୍ଗାଲୋର ଟିମ୍‌କୁ ଲାଗିଛି ଜୋରଦାର ଝଟ୍‌କା ।