Browsing Category

ଅନ୍ତର୍ଜାତୀୟ

ଅନାଥାଶ୍ରମରେ କରୋନା ବିସ୍ଫୋରଣ

ମୁମ୍ବାଇ : ଅନାଥାଶ୍ରମରେ କରୋନା ବିସ୍ଫୋରଣ ! ମୁମ୍ବାଇର ଆଗରୀପାଡ଼ା ଅଞ୍ଚଳରେ ଥିବା ସେଣ୍ଟ ଜୋସେଫ ଅନାଥ ଆଶ୍ରମରେ ୧୫ ପିଲାଙ୍କ ସମେତ ୨୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।

ଆଜିଠୁ ଭାରତ-ଇଂଲଣ୍ଡ ୩ୟ ଟେଷ୍ଟ

ନୂଆଦିଲ୍ଲୀ : ଆଜିଠୁ ଖେଳାଯିବ ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ୍ । ଲର୍ଡସରେ ନାଟକୀୟ ବିଜୟ ହାସଲ ପରେ ଆତ୍ମବିଶ୍ବାସରେ ଥିବା ବିରାଟ କୋହଲିଙ୍କ ଦଳ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍ ଖେଳିବ।

ମାଡ଼ିଆସୁଛି ସାମୁଦ୍ରିକ ଝଡ଼

ଓ୍ୱାସିଂଟନ : ଆଟଲାଣ୍ଟିକ୍ ମହାସାଗର ଉପରେ ଦୃଢୀଭୂତ ହୋଇ ଉତ୍ତର-ପୂର୍ବ ଦିଗ ଦେଇ ଗତି କରିବ ଶକ୍ତି ଶାଳୀ ସାମୁଦ୍ରିକ ଝଡ ହେନେରୀ । ଯାହା ସମ୍ଭବତ ଦକ୍ଷିଣ ନ୍ୟୁ ଇଂଲଣ୍ଡରେ କିମ୍ବା ଲଙ୍ଗ ଦ୍ୱୀପରେ ରବିବାର ଲ୍ୟାଣ୍ଡଫଲ କରିବ ।

ବିମାନବନ୍ଦର ପହଞ୍ଚିପାରୁ ନାହାନ୍ତି ପ୍ରବାସୀ

କାବୁଲ : ତାଲିବାନ ଆଫଗାନିସ୍ତାନର ଶାସନ ସମ୍ଭାଳିବା ପରଠାରୁ ଦେଶରେ ନାଗରିକଙ୍କ ମଧ୍ୟରେ ଅନିଶ୍ଚିତତା ବଢିବଢି ଚାଲିଛି। ବିଭିନ୍ନ ଦେଶ ଏବେ ଆଫଗାନିସ୍ତାନରୁ ନିଜନିଜ ନାଗରିକଙ୍କୁ ବାହାର କରିଆଣିବା ଲାଗି ବ୍ୟବସ୍ଥା କରିଛନ୍ତି।

ସୈନ୍ୟ ଶକ୍ତିରେ ଆଫଗାନିସ୍ତାନ ସାମ୍ନାରେ ତିଷ୍ଠି ପାରିନଥାନ୍ତା ତାଲିବାନ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ କ୍ଷମତା ପରିବର୍ତ୍ତନ ପ୍ରାୟତଃ ନିଶ୍ଚିତ ହୋଇ ଯାଇଛି। ତାଲିବାନ ସମ୍ମୁଖରେ ମୁଣ୍ଡ ନୁଆଁଇ ସାରିଛି ଆଫଗାନିସ୍ତାନ ସରକାର। ତାଲିବାନ ଦେଶର ସମସ୍ତ ସୀମାକୁ ଦଖଲ କରିବା ସହ ରାଜଧାନୀ କାବୁଲ୍‌କୁ ମଧ୍ୟ ଅକ୍ତିକାର କରି ସାରିଛି।

ପ୍ରଧାନଶିକ୍ଷକଙ୍କୁ ଗାଡ଼ିରେ ଉଠାଇ ଆଣିଲେ ଦୁର୍ବୁତ୍ତ

ନୀଳଗିରି : ସ୍ଵାଧୀନତା ଦିବସରେ ଅଘଟଣ। ଜାତୀୟ ପତାକା ଉତ୍ତୋଳନ କରି ଘରକୁ ଫେରୁଥିବା ବେଳେ ପ୍ରଧାନଶିକ୍ଷକଙ୍କୁ ଗାଡ଼ିରେ ଉଠାଇ ଆଣିଲେ ଦୁର୍ବୁତ୍ତ। ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ବରହମପୁରରେ ଥାନା ଆରବନ୍ଧ ପଞ୍ଚାୟତରେ ଘଟିଛି ଏଭଳି ଘଟଣା ।

ତାମିଲନାଡୁରେ ପେଟ୍ରୋଲ୍‌ ୩ ଟଙ୍କା କମ୍‌

ନୂଆଦିଲ୍ଲୀ : କରୋନା କାଳରେ ପେଟ୍ରୋଲ ଦର ଅହେତୁକ ବୃଦ୍ଧି ଲୋକମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ଭଳି ହୋଇଛି । ତେଲ ଦର ୧୦୦ ଉପରେ ପହଞ୍ଚିଥିବା ବେଳେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଲୋକେ ।

ସୁରକ୍ଷା ବାହିନୀକୁ ବଡ ସଫଳତା

ଜାମ୍ମୁ କାଶ୍ମୀର: ଜାମ୍ମୁ କାଶ୍ମୀରର କୁଲଗାମରେ ସୁରକ୍ଷାବାହିନୀକୁ ବଡ଼ ସଫଳତା । ସୁରକ୍ଷାବାହିନୀ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି ।