କଟକରେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଠାବ

0

କଟକ : କଟକରେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଠାବ । ରେଲୱେ ଏସ୍ପି ଅଫିସ ନିକଟରେ ମୃତଦେହ ଠାବ ହୋଇଛି । ତେବେ ଯୁବକଙ୍କ ମୁଣ୍ଡରେ ରହିଛି ଗଭୀର କ୍ଷତ ଚିହ୍ନ ରହିଛି । ଯୁବକଙ୍କୁ ହତ୍ୟା କରି କେହି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ନାହିଁ । ହେଲେ ମୃତ ଯୁବକ ଜଣଙ୍କ କିଏ ତାଙ୍କର ପରିଚୟ ମିଳିପାରିନାହିଁ । ପୋଲିସ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ।

Leave A Reply

Your email address will not be published.