ସାନଖେମୁଣ୍ଡି : ଦିଗପହଣ୍ଡି ପୋଲିସ ଦ୍ବାରା ୨୩୧.୬୦୦ କିଲୋ ଗଞ୍ଜେଇ ଜବତ । ଜଣେ ଗିରଫ । ଟ୍ରାକ୍ଟର ସହ ନମ୍ବର ବିହୀନ ଟ୍ରଲି, ୨ଟି ମୋବାଇଲ, ନଗଦ ୨୦ ହଜାର ଟଙ୍କା, ୧୧ ଲକ୍ଷ ୯୯ ହଜାର ଟଙ୍କା ସମ୍ବଳିତ ୨ ଚେକ୍ ବୁକ୍ ଜବତ ହୋଇଛି । ଦିଗପହଣ୍ଡି ପୋଲିସ ଦ୍ବାରା ଶନିବାର ୯ଟି ଜରି ବ୍ୟାଗରେ ଲୁଚାଇ ଚୋରା ଚାଲାଣ କରାଯାଉଥିବା ୨୩୧.୬୦୦ କିଲୋ ଗଞ୍ଜେଇ ଜବତ କରାଯାଇଛି । ଥାନା କେସ୍ ନମ୍ବର ୨୦୧/୨୦୨୧ରେ ଛଣମେରୀର ଶିବ ରାଉଳ ଗିରଫ ହୋଇଛନ୍ତି । ଅନ୍ୟ ୪ ଜଣ ଫେରାର ହୋଇଯାଇଥିବା ଏଏସପି ପ୍ରଭାତ ଚନ୍ଦ୍ର ରାଉତରାୟଙ୍କ ସୂଚନା । ଓଡି୦୭ସି- ୫୪୩୦ ନମ୍ବର ବିଶିଷ୍ଟ ଟ୍ରାକ୍ଟର ସହ ନମ୍ବର ବିହୀନ ଟ୍ରଲି, ୨ଟି ମୋବାଇଲ, ନଗଦ ୨୦ ହଜାର ଟଙ୍କା, ୧୧ ଲକ୍ଷ ୯୯ ହଜାର ଟଙ୍କା ସମ୍ବଳିତ ୨ ଚେକ ବହି ମଧ୍ୟ ଜବତ ହୋଇଛି । ଏହି ଚେକ ବୁକ ୨ଟି ଦିଗପହଣ୍ଡି ଏକ୍ସିସ ବ୍ୟାଙ୍କର ପୃଥକ ଆକାଉଣ୍ଟର । ମୋହନା ପଟୁ ଏହି ଗଞ୍ଜେଇ ଟ୍ରାକ୍ଟରରେ ଆସୁଥିଲା ।
ତାଜା ଖବର
- Do i need to Get good Fuckbuddy when you look at the 15 minutes?
- See Men and women On the internet and Take pleasure in Dating On the internet Today
- Most useful Connection Internet From 2022: Most useful Matchmaking Applications Getting Hookups And Matchmaking
- Opinion: as to why advancement inside a creator matters to help you homebuyers
- Chapter-15: “As well as the Moonlight is the merely light”
- What is the Difference between Centered and you can Focused?
- The new KINK-Self-confident Sado maso Community Having FETISH Relationships
- She’s small, remarkably creative and you will naturally very rational
- Because of the people degree of investigations, argument during the organizations means an essential matter to possess executives
- Step 3. Purchase the tech stack to own a great Tinder-particularly app