ଦେହରେ କିରୋସିନି ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

0

ସୁନ୍ଦରଗଡ : ସୁନ୍ଦରଗଡ ଧରୁଆଡିହି ଥାନା ଅନ୍ତର୍ଗତ ଦଉଡା ପଡା ଗ୍ରାମର କସ୍ତୁରୀ ମାଝୀ ନାମକ ଜଣେ ମହିଳା ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା । ପାରିବାରିକ ଝଗଡା ହୋଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.