ନୂଆଦିଲ୍ଲୀ, : ଦେଶରେ କରୋନା ସଂକ୍ରମଣ କମିବା ପରେ ପୁଣି ବଢିବାରେ ଲାଗିଛି । ଏବେ ୧ ଲକ୍ଷ ତଳକୁ ଖସିଛି ଟ୍ରେଣ୍ଡ । ହେଲେ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍ । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୧୭ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୪୦୦୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୬୦୦ ଟପିଛି । ୨୪ ଘଣ୍ଟା ମଧ୍ୟରେ ୬୧୭ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୧୮ ଲକ୍ଷ ୯୫ହଜାର ୩୮୫ରେ ପହଞ୍ଚିଛି ।
ତାଜା ଖବର
- Copine avance obese ensuite salope en francais escort aurait obtient distance cette embrasse en surfant sur douai
- Your own guide to Earnings-Contingent Installment Package (ICR)
- Taimi: incontri verso lesbiche facili e sicuri
- Is Google Assistant the smart assistant for you?
- Step three: Conserve to own a downpayment
- Con l’applicazione Badoo verso dispositivi arredamento, i servizi del abile sito di incontri sinon trasferiscono riguardo a smartphone ancora tablet
- A Solution for Remote Control From iPads and iPhones
- The dating reached its boiling-point in the “The brand new Hobbit” immediately after Butters refuted Wendy’s buddy, Lisa Berger, because of the calling the woman “fat”
- Understanding the Dynamics of Texting in Relationships
- Meet a community Connection on the Proper Ecosystem